ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁବତୀଙ୍କ ଆତ୍ମହତ୍ୟା, ମୃତକଙ୍କ ପରିବାର ପକ୍ଷରୁ ହତ୍ଯା ଅଭିଯୋଗ

 ଖୋର୍ଦ୍ଧା,୩୦।୧   ଏକ ଘରୋଇ କ୍ଲିନିକ୍ ରେ କାର୍ଯ୍ୟରତ ଜଣେ ଯୁବତୀ ଆତ୍ମହତ୍ୟା କରିଛି। ପରିବାର ଲୋକଙ୍କ  ପକ୍ଷରୁ ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଚାଚେରା ଶବର ସାହି ଅଞ୍ଚଳରେ ଏଭଳି ଘଟଣା ଘଟିଛି।  ପୋଲିସ ଘଟଣାର ତଦନ୍ତ କରୁଛି। 

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଚାଚେରା ଶବର ସାହି ଅଞ୍ଚଳରେ  ଥିବା ଏକ ଘରୋଇ କ୍ଲିନିକ୍ ସନ୍ଧ୍ୟାରାଣି ପାନ ସିଂ (୧୯) କାମ କରନ୍ତି। ଯୁବତୀ ଜଣକ  ଗତ ରାତିରେ ଏକ କୋଠରୀ ରେ ନିଜ ଓଢ଼ଣୀ ରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। କ୍ଲିନିକ୍ ତରଫରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ  ସାଇଣ୍ଟଫିକ  ଟିମ୍ ସହାୟତାରେ ତଦନ୍ତ ଚଳାଇଛି। 

ଆହୁରି ପଢନ୍ତୁ  : ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ, ଟ୍ରଫି ଓ ମାନପତ୍ର ପ୍ରଦାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.