ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏପ୍ରିଲ ପହିଲାରୁ ମହଙ୍ଗା ହେବ ଏଚ୍‌୧ବି ଭିଜା, ଗ୍ରୀନକାର୍ଡ

ନୂଆଦିଲ୍ଲୀ, ୦୧/୦୪: ଏପ୍ରିଲ ପହିଲାରୁ ମହଙ୍ଗା ହେବ ଏଚ୍‌୧ ବି ଭିଜା  ଏବଂ ଗ୍ରୀନକାର୍ଡ । ଇମିଗ୍ରେସନ ଦେୟ ବୃଦ୍ଧି  ଉପରେ ରୋକ ଲଗାଇବାକୁ ଆମେରିକା  ଡିଷ୍ଟ୍ରିକ୍ଟ କୋର୍ଟ ମନା କରିଦେବା ପରେ  ଏଭଳି ବର୍ଗର ଭିଜା ପାଇଁ ଲୋକଙ୍କୁ  ଅଧିକ ଦେୟ ଭରିବାକୁ ପଡିବ । ଆମେରିକାରେ କାର୍ଯ୍ୟରତ କର୍ମଚାରୀ  ମାନେ ଭିଜା ଏବଂ ଇମିଗ୍ରେସନ ପାଇଁ  ଅଧିକ ଦେୟ ଦେବେ । ଭିଜା ଦେୟ  ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ଆଇଟି ସର୍ଭିସ  ଆଲାଏନ୍ସ ଏବଂ ଏଆଇଆଇଏ କୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲା ଆଗକୁ  ମଧ୍ୟ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.