ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଇକକୁ ପିଟିଲା ଡମ୍ଫର୍ : ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ଵାମୀଙ୍କ ଜୀବନ

ରାଉରକେଲା, ୨୩।୩ : ବାଇକରେ ଦମ୍ପତି ଯାଉଥିବା ବେଳେ ଡମ୍ପର ଧକ୍କା ଦେଲା । ସ୍ତ୍ରୀ ଆଗରେ ସ୍ବାମୀର ଜୀବନ ଚାଲିଗଲା। ରାଉରକେଲା ବିଶ୍ରା ଛକ ଜୋନ-୩ ଡିଏସପି   ଅଫିସ ନିକଟରେ   ନିକଟରେ   ଏଭଳି ଦୁର୍ଘଟଣା ଘଟିଛି। 

ଫର୍ଟିଲାଇଜର ଅଞ୍ଚଳର ମନୁଆ ତିର୍କି ଓ ତାଙ୍କ ସ୍ତ୍ରୀ ବିଶ୍ରା ଯାଇଥିଲେ। ସେଠାରୁ ବାଇକରେ ଘରକୁ ଫେରୁଥିଲେ।  ରାଉରକେଲା ବନ୍ଧମୁଣ୍ଡା ନିକଟରେ  ବାଇକକୁ ଡମ୍ଫର୍  ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମନୁଆଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟିପ୍ପର, ଜଣେ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.