ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଶ୍ରେଷ୍ଠ ୧୦ରେ ରୋହିତ, ଜୈସ୍ୱାଲ, କୋହଲି

ଦୁବାଇ,୧୨/୦୯: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ  ବ୍ୟାଟିଂ ମାନ୍ୟତା ତାଲିକାରେ ୩ ଭାରତୀୟ ଷ୍ଟାର ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ୍‌ ଓ ବିରାଟ କୋହଲିଙ୍କ ଉନ୍ନତି  ହୋଇଛି । ରୋହିତ ପଞ୍ଚମ, ଜୈସ୍ୱାଲ୍‌ ଷଷ୍ଠ ଓ କୋହଲି  ସପ୍ତମକୁ ଉଠିଛନ୍ତି । ଜୋ ରୁଟ୍‌ ପୂର୍ବବତ ଶୀର୍ଷ ସ୍ଥାନ ବଜାୟ  ରଖିଛନ୍ତି । କେନ ୱିଲିୟମସନ ଦ୍ୱିତୀୟ, ଡାରିଲ ମିଚେଲ  ତୃତୀୟ ଓ ଷ୍ଟିଭେନ ସ୍ମିଥ୍‌ ଚତୁର୍ଥ ସ୍ଥାନରେ ରହିଛନ୍ତି ।  

ଶ୍ରୀଲଙ୍କା ଖେଳାଳିମାନଙ୍କ ମାନ୍ୟତାରେ ଜବରଦସ୍ତ  ଉନ୍ନତି ହୋଇଛି । କାମିଣ୍ଡୁ ମେଣ୍ଡିସ୍‌ ୨୦ତମ ସ୍ଥାନ ଦଖଲ  କରିଛନ୍ତି । ତାଙ୍କ ମାନ୍ୟତାରେ ୬ଟି ସ୍ଥାନ ଉନ୍ନତି ହୋଇଛି ।  ସେହିପରି ଧନଞ୍ଜୟ ଡି ସିଲଭାଙ୍କ ମାନ୍ୟତାରେ ୩ଟି ସ୍ଥାନ  ଉନ୍ନତି ହୋଇଛି ଓ ସେ ୧୩ତମ ସ୍ଥାନ ଦଖଲ କରିଛନ୍ତି। 

୨ବର୍ଷ ପରେ ଟେଷ୍ଟ ଖେଳୁଥିବା ପଥୁମ ନିଶଙ୍କାଙ୍କ  ମାନ୍ୟତାରେ ୪୨ଟି ସ୍ଥାନ ଉନ୍ନତି ହୋଇଛି । ଇଂଲଣ୍ଡ ବିପକ୍ଷ  ତୃତୀୟ ଟେଷ୍ଟରେ ସେ ମ୍ୟାଚ୍‌ ବିଜୟୀ ଶତକ ଅର୍ଜନ  କରିଥିଲେ । ବର୍ତ୍ତମାନ ସେ ୩୯ତମ ସ୍ଥାନ ଦଖଲ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.