ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ଏ ବର୍ଷର ଥିମ୍‌ ‘ଶିକ୍ଷା ଓ ଅନୁସନ୍ଧାନ ପାଇଁ ସଂଗ୍ରହାଳୟ’

ନୂଆଦିଲ୍ଲୀ ୧୮/୦୫: ଇଣ୍ଟର୍‌ନ୍ୟାସନାଲ କାଉନ୍‌ସିଲ ଅଫ୍‌  ମ୍ୟୁଜିୟମ୍ସ (ଆଇସିଓଏମ୍‌) ୧୯୭୭  ମସିହାଠାରୁ ପ୍ରତି ବର୍ଷ ମେ ୧୮ ତାରିଖରେ ଅନ୍ତର୍ଜାତୀୟ ସଂଗ୍ରହାଳୟ  ଦିବସ ପାଳନ କରୁଛି । ସାଂସ୍କୃତିକ  ବିନିମୟ, ସଂସ୍କୃତିର ସମୃଦ୍ଧି ଏବଂ  ଆପୋସ ବୁଝାମଣାର ବିକାଶ,  ଲୋକଙ୍କ ମଧ୍ୟରେ ସହଯୋଗ ଓ  ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ  ହେଉଛି ସଂଗ୍ରହାଳୟ । ଏ ବିଷୟରେ ଜନସଚେତନା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ । ଆମ  ଚତୁପାଶ୍ୱର୍ର ପୃଥିବୀକୁ ପରିବର୍ତ୍ତନ  କରିବାର ଶକ୍ତି ସଂଗ୍ରହାଳୟର  ରହିଛି । ଆବିଷ୍କୃତ ଅତୁଳନୀୟ ସ୍ଥାନ ଦ୍ୱାରା ଏହା ଆମକୁ ଅତୀତ  ବିଷୟରେ ଶିକ୍ଷା ଦିଏ ଏବଂ ନୂଆ  ବିଚାର ନିମନ୍ତେ ଆମ ମନକୁ ଉନ୍ମୁକ୍ତ  କରେ । ଉତ୍ତମ ଭବିଷ୍ୟତ ନିର୍ମାଣରେ  ଏହି ଦୁଇଟି ହେଉଛି ଗୁରୁତ୍ୱପୂର୍ଣ୍ଣ  ପାହାଚ । ଚଳିତ ବର୍ଷ ଏହି ଦିବସର  ବିଷୟ ରହିଛି ‘ଶିକ୍ଷା ଓ ଅନୁସନ୍ଧାନ  ପାଇଁ ସଂଗ୍ରହାଳୟ’।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.