ଭୁବନେଶ୍ୱର ୨୪/୦୩ : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡ଼ିରେ ଯୋଗ ଦେଲେ ଇରାନୀ ରାୟ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ପୂର୍ବ ବିଧାୟିକା ପ୍ରାର୍ଥି ଇରାନୀ ରାୟ ।୨୦୧୯ରେ ନୟାଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ରବିବାର ଶତାଧିକ ସମର୍ଥନଙ୍କ ସହ ବିରାଟ ପଟୁଆରାରେ ଶଙ୍ଖ ଭବନରେ ପହଞ୍ଚି ଥିଲେ । ବିଜେଡିର ମିଶ୍ରଣ ପର୍ବରେ ଅରୁଣ ସାହୁ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଉପସ୍ଥିତିରେ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...