ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନଦୀ ପାର ହୋଇ ମଶାଣୀକୁ ଗଲା ଶବ

କୋରାପୁଟ, ୧୨/୦୨ : ନଦୀ ପାର ହୋଇ ମଶାଣୀକୁ ଗଲା ଶବ। ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ କୁସୁମଗୁଡା ପଞ୍ଚାୟତ କେଲାର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରବିବାର ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଗାଁରୁ ମଶାଣୀ ଯିବାକୁ ରାସ୍ତା ନଥିବାରୁ ନଦୀ ପାର ହୋଇ ଶବକୁ କାନ୍ଧରେ ବୋହି ପାର କରିବା ଘଟଣା ପୁଣିଥରେ ଦେଖିବାକୁ ମିଳିଛି। 

ପୂର୍ବରୁ ଏଭଳି ଘଟଣା ବାରମ୍ବାର ଘଟିଥିଲେ ମଧ୍ୟ ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇ ପାରୁନାହିଁ। ଯାହାର ଭିଡିଓ ଏବେ ସାଧାରଣ ଲୋକଙ୍କୁ ମଧ୍ୟ ଚକିତ କରୁଛି। ବର୍ଷା ଋତୁରେ ନଈ ବଢ଼ି ହେଲେ ନଦୀର ସ୍ତର କମିବା ପର୍ଯ୍ୟନ୍ତ ଶବକୁ ଦିନ ରାତି ଗ୍ରାମରେ ରଖାଯାଉଛି l ନଦୀର ସ୍ତର କମିଲେ ଶବ ସତ୍କାର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.