ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଭୋଟ୍ ଗ୍ରହଣର କେଇ ଘଣ୍ଟା ଆଗରୁ ଲାଗିଲା ମାଓ ପୋଷ୍ଟର, ଓଡ଼ିଶାର ବିକାଶକୁ ନେଇ ବିଜେଡିକୁ ପ୍ରଶ୍ନ !

ମ.ରାମପୁର, ୧୨।୫: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ନିର୍ବାଚନର ଦିନକ ଆଗରୁ ଲାଗିଲା ମାଓ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ର କେନ୍ଦୁ ଘାଟି ନିକଟ ରାସ୍ତା କଡ଼ରେ ରବିବାର ଏକାଧିକ ସ୍ଥାନରେ ମାଓ ପୋଷ୍ଟର ଲାଗିଛି । ଏଥିରେ କୋଡ଼ିଏ ବର୍ଷର ଶାସନ କାଳରୁ ବିଜେଡି ସରକାର ଓଡ଼ିଶା ଜନତାଙ୍କୁ କ’ଣ ଦେଇଛି ? କୃଷକ ଚାଷୀ ଭାଇ ଭଉଣୀମାନେ ଆତ୍ମହତ୍ୟା କରୁଛନ୍ତି । ଶ୍ରମିକ, ଶିକ୍ଷା, ଅଙ୍ଗନୱାଡ଼ି, ଆଶାକର୍ମୀଙ୍କ ଅସ୍ଥାୟୀ ସମ୍ବିଦା କାଜୁଆଲ ବା ଦୈନିକ ବେତନ ଭୋଗୀଙ୍କ ନିଯୁକ୍ତି ବ୍ୟତୀତ ଆଉ କିଛି ନାହିଁ ବୋଲି କେକେବିଏନ୍ ଡିଭିଜନାଲ କମିଟି, ଭା.କ.ପା(ମାଓବାଦୀ) ତରଫରୁ ଏହି ପୋଷ୍ଟର ଲଗାଯାଇଛି । ତେବେ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ଆସନ୍ତା କାଲିର ସାଧାରଣ ନିର୍ବାଚନରେ ମାଓ ପ୍ରଭାବ କ’ଣ ରହିବ ବୋଲି ଆଲୋଚନା ହେଉଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.