ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୋଟ୍ ଗ୍ରହଣର କେଇ ଘଣ୍ଟା ଆଗରୁ ଲାଗିଲା ମାଓ ପୋଷ୍ଟର, ଓଡ଼ିଶାର ବିକାଶକୁ ନେଇ ବିଜେଡିକୁ ପ୍ରଶ୍ନ !

ମ.ରାମପୁର, ୧୨।୫: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ନିର୍ବାଚନର ଦିନକ ଆଗରୁ ଲାଗିଲା ମାଓ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ର କେନ୍ଦୁ ଘାଟି ନିକଟ ରାସ୍ତା କଡ଼ରେ ରବିବାର ଏକାଧିକ ସ୍ଥାନରେ ମାଓ ପୋଷ୍ଟର ଲାଗିଛି । ଏଥିରେ କୋଡ଼ିଏ ବର୍ଷର ଶାସନ କାଳରୁ ବିଜେଡି ସରକାର ଓଡ଼ିଶା ଜନତାଙ୍କୁ କ’ଣ ଦେଇଛି ? କୃଷକ ଚାଷୀ ଭାଇ ଭଉଣୀମାନେ ଆତ୍ମହତ୍ୟା କରୁଛନ୍ତି । ଶ୍ରମିକ, ଶିକ୍ଷା, ଅଙ୍ଗନୱାଡ଼ି, ଆଶାକର୍ମୀଙ୍କ ଅସ୍ଥାୟୀ ସମ୍ବିଦା କାଜୁଆଲ ବା ଦୈନିକ ବେତନ ଭୋଗୀଙ୍କ ନିଯୁକ୍ତି ବ୍ୟତୀତ ଆଉ କିଛି ନାହିଁ ବୋଲି କେକେବିଏନ୍ ଡିଭିଜନାଲ କମିଟି, ଭା.କ.ପା(ମାଓବାଦୀ) ତରଫରୁ ଏହି ପୋଷ୍ଟର ଲଗାଯାଇଛି । ତେବେ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ଆସନ୍ତା କାଲିର ସାଧାରଣ ନିର୍ବାଚନରେ ମାଓ ପ୍ରଭାବ କ’ଣ ରହିବ ବୋଲି ଆଲୋଚନା ହେଉଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.