ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅସହ୍ୟ ଗ୍ରୀଷ୍ମ ପ୍ରକୋପ : ବଲାଙ୍ଗୀରରେ ସର୍ବାଧିକ ତାତି

ଭୁବନେଶ୍ବର, ୪।୫ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ପାରଦ  ଦିନକୁ ଦିନ ବଢିବାରେ ଲାଗିଛି। ତାତିର ପ୍ରବାହରେ ଜଳୁଛି ସହର । ଦିନକୁ ଦିନ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ପାଉଛି । ଟାଣ ଖରା ସହ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।  ସୋମବାର ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ବଲାଙ୍ଗୀରରେ ପାରଦ ୪୪.୫ ଡିଗ୍ରୀରେ ପହଞ୍ଚିଥିଲା।  

ସେହିପରି ଟିଟିଲାଗଡରେ ୪୪ ଡିଗ୍ରୀ, ବୌଦ୍ଧ ୪୩.୫, ଝାରସୁଗୁଡା ୪୩.୪,  ଭବାନୀପାଟଣା ଓ  ବରଗଡ ୪୩ ଡିଗ୍ରୀ,  ସୁନ୍ଦରଗଡ ୪୨.୯ ଡିଗ୍ରୀ,  ରାଉରକେଲା ୪୨.୬ ଡିଗ୍ରୀ,  ମାଲକାନଗିରି ୪୨.୫,  ସୋନପୁର ୪୨.୩, ଅନୁଗୁଳ ୪୨.୧ ଓ ହୀରାକୁଦ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢନ୍ତୁ : ଅରୁନ୍ଧତୀ ହେଲେ ବିଜେଡି ସାଧାରଣ ସମ୍ପାଦକ, ସମୀର ଦାସ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.