ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଏମ୍‌ଜି ଗ୍ଲୋଷ୍ଟରର ନୂଆ ଷ୍ଟର୍ମ ସିରିଜ୍‌ ଲଞ୍ଚ, କାରରେ ରହିଛି ୩୦ରୁ ଅଧିକ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର,୦୯/୦୬: ଏମ୍‌ଜି ଇଣ୍ଡିଆ ପକ୍ଷରୁ ଏହାର ଗ୍ଲୋଷ୍ଟର ମଡେଲର ନୂଆ ଷ୍ଟର୍ମ ସିରିଜ ବଜାରକୁ ଆସିଛି । ଏଥିରେ ସାମିଲ ରହିଛି ଡେଜର୍ଟ ଷ୍ଟର୍ମ ଏବଂ ସ୍ନୋ ଷ୍ଟର୍ମ ସିରିଜ୍‌ । ଲକ୍‌ଜ୍ୟୁରୀ ଏବଂ ବୋଲ୍ଡ  ଲୁକ୍‌କୁ ନଜରରେ ରଖି ଏହି ମଡେଲଗୁଡିକୁ  ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏମ୍‌ଜି ଗ୍ଲୋଷ୍ଟର ଡେଜର୍ଟ ଷ୍ଟର୍ମ ଡିପ୍‌ ଗୋଲ୍ଡେନ  ଏକ୍ସଟେରିୟର ସହ ଆସିଛି । ସେହିଭଳି ସ୍ନୋ ଷ୍ଟର୍ମ ଡୁଆଲ ଟୋନ୍‌ ପର୍ଲ ହ୍ୱାଇଟ ଏବଂ  ବ୍ଲାକ ଏକ୍ସଟେରିୟର ସହ ଆସିଛି । ଯାନଗୁଡିକ ୩୦ରୁ ଊଦ୍ଧ୍ୱର୍ ନିରାପତ୍ତା ବୈଶିଷ୍ଟ୍ୟ ସହ  ଆସିଛି, ଯେଉଁଥିରେ ଫର୍‌ୱାର୍ଡ କୋଲିଜନ ୱାର୍ଣ୍ଣିଂ, ଅଟୋମେଟିକ ଏମର୍ଜେନ୍ସି ବ୍ରେକିଙ୍ଗ, ଲେନ ଡିପାର୍ଚର ୱାର୍ଣ୍ଣିଂ, ବ୍ଲାଇଣ୍ଡ୍‌ ସ୍ପଟ୍‌ ଡିଟେକ୍ସନ, ଲେନ୍‌ ଚେଞ୍ଜ ଆସିଷ୍ଟ ଭଳି ସୁବିଧା ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.