ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମ୍‌ଜି ଗ୍ଲୋଷ୍ଟରର ନୂଆ ଷ୍ଟର୍ମ ସିରିଜ୍‌ ଲଞ୍ଚ, କାରରେ ରହିଛି ୩୦ରୁ ଅଧିକ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର,୦୯/୦୬: ଏମ୍‌ଜି ଇଣ୍ଡିଆ ପକ୍ଷରୁ ଏହାର ଗ୍ଲୋଷ୍ଟର ମଡେଲର ନୂଆ ଷ୍ଟର୍ମ ସିରିଜ ବଜାରକୁ ଆସିଛି । ଏଥିରେ ସାମିଲ ରହିଛି ଡେଜର୍ଟ ଷ୍ଟର୍ମ ଏବଂ ସ୍ନୋ ଷ୍ଟର୍ମ ସିରିଜ୍‌ । ଲକ୍‌ଜ୍ୟୁରୀ ଏବଂ ବୋଲ୍ଡ  ଲୁକ୍‌କୁ ନଜରରେ ରଖି ଏହି ମଡେଲଗୁଡିକୁ  ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏମ୍‌ଜି ଗ୍ଲୋଷ୍ଟର ଡେଜର୍ଟ ଷ୍ଟର୍ମ ଡିପ୍‌ ଗୋଲ୍ଡେନ  ଏକ୍ସଟେରିୟର ସହ ଆସିଛି । ସେହିଭଳି ସ୍ନୋ ଷ୍ଟର୍ମ ଡୁଆଲ ଟୋନ୍‌ ପର୍ଲ ହ୍ୱାଇଟ ଏବଂ  ବ୍ଲାକ ଏକ୍ସଟେରିୟର ସହ ଆସିଛି । ଯାନଗୁଡିକ ୩୦ରୁ ଊଦ୍ଧ୍ୱର୍ ନିରାପତ୍ତା ବୈଶିଷ୍ଟ୍ୟ ସହ  ଆସିଛି, ଯେଉଁଥିରେ ଫର୍‌ୱାର୍ଡ କୋଲିଜନ ୱାର୍ଣ୍ଣିଂ, ଅଟୋମେଟିକ ଏମର୍ଜେନ୍ସି ବ୍ରେକିଙ୍ଗ, ଲେନ ଡିପାର୍ଚର ୱାର୍ଣ୍ଣିଂ, ବ୍ଲାଇଣ୍ଡ୍‌ ସ୍ପଟ୍‌ ଡିଟେକ୍ସନ, ଲେନ୍‌ ଚେଞ୍ଜ ଆସିଷ୍ଟ ଭଳି ସୁବିଧା ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.