ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଡିପଫେକ୍‌ କଣ୍ଟେଣ୍ଟ ଉପରେ ଲାଗିବ ରୋକ୍‌ ! ଡିଜିଟାଲ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର

Image Courtesy: dig.watch

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଡିଜିଟାଲ ଇଣ୍ଡିଆ ବିଲ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଦେଶରେ ଏବେ ଆର୍ଟିଫିସିଆଲ ଇଣ୍ଟିଲେନ୍ସ (ଏଆଇ) ଦ୍ବାରା ଡିପଫେକ୍‌ ମାମଲା ବୃଦ୍ଧି ପାଇଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି । 

ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ ଆଣିପାରନ୍ତି। ଡିଜିଟାଲ ଇଣ୍ଡିଆ ବିଲ୍‌ରେ ଏଆଇ ଟେକ୍ନୋଲୋଜିର ସକରାତ୍ମକ ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ।  ବିଲ ଆଣିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ରାଜେନୈତିକ ଦଳଗୁଡ଼ିକ ସହ ମଧ୍ୟ ଏନେଇ ଆଲୋଚନା କରିବେ। 

ଏହା ବ୍ୟତୀତ ଆଗାମୀ ଅଧିବେଶନରେ ୟୁଟ୍ୟୁବ ସମେତ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ପୋଷ୍ଟରେ ହେଉଥିବା ଭିଡିଓକୁ ରେଗୁଲେଟ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ବିଲ ଆଣିବେ। ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ଯାଏ ଚାଲିବ। ସେହିପରି ସଂସଦର ମୌସୁମୀ ଅଧିବେଶନ ସମ୍ଭବତଃ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ଯାଏ ଚାଲିପାରେ।

 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.