ପ୍ରମୂଖ ଖବର
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ସାଂସଦଙ୍କ ଅସନ୍ତୋଷ

ଦାରିଙ୍ଗବାଡି,୮।୭(ଆପ୍ର): କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦାରିଙ୍ଗବାଡି ବ୍ଲକକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ବେଳେ ସୋମବାର ସକାଳୁ ହଠାତ୍ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ   ପରିଦର୍ଶନରେ ଯାଇଥିଲେ  । ଡାକ୍ତର ସଠିକ୍ ସମୟରେ ମେଡ଼ିକାଲ ଆସୁନଥିବା ବେଳେ  ରୋଗୀ ସେବା ସଠିକ୍ ହେଉନଥିବା ଦେଖିଥିଲେ । ବିଳମ୍ବରେ ନ ଆସିବାକୁ ଡାକ୍ତରଙ୍କୁ ନିର୍ଦେଶ ଦେଇଥିଲେ। ଡାକ୍ତରଙ୍କ ବିଳମ୍ବରେ ମେଡ଼ିକାଲ ଆସିବା ଓ ରୋଗୀଙ୍କୁ ସଠିକ୍ ସେବା ମିଳୁନଥିବା ସହ ପରିମଳ ବ୍ୟବସ୍ଥା ଠିକ୍ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସିଡିଏମଓଙ୍କ ସହ ଏନେଇ ଆଲୋଚନା କରିବେ ବୋଲି କହିଥିଲେ ।

 ସାଂସଦ ସମସ୍ତ ରୋଗୀ ମାନଙ୍କୁ  ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ । ସେହି ସମୟ ରେ ଅନେକ ରୋଗୀ ଙ୍କୁ ଦେୟମୁକ୍ତ ଭାବେ ମେଡ଼ିକାଲ ରେ ମିଳୁନଥିବା ବେଳେ ବାହାର ମେଡିସିନ ଷ୍ଟୋର ରୁ ମେଡିସିନ କିଣିବାକୁ ପଡ଼ୁଥିବା ରୋଗୀ ସାଂସଦଙ୍କୁ ଅଭିଯୋଗ ଜଣେଇଥିଲେ । ସାଂସଦ ଙ୍କ ଗସ୍ତ ସମୟରେ ଦୁର୍ଗା ମାଧବ ଆଚାର୍ଯ୍ୟ, ମିଟୁ ସାହୁ, ମାନଗୋବିନ୍ଦ ପ୍ରଧାନ, ନେତ୍ର ମାନ ଶେଠ ପ୍ରମୁଖ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.