ନବରଙ୍ଗପୁର,୧୭/୧୧: ନବରଙ୍ଗପୁର ଜିଲ୍ଲାର ପୁରପଲ୍ଲୀରେ ନାଗଚତୁର୍ଥୀ ପାଳିତ ହୋଇଯାଛି । ବିଶେଷ କରି ମହିଳା ମାନେ ସନ୍ତାନଙ୍କ ମଙ୍ଗଳା କାମନା ଓ ପରିବାର ସୁଖ ସମୃଦ୍ଧି ପାଇଁ ନାଗଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସକାଳେ ମହିଳା ମାନେ ବିଭିନ୍ନ ପଡିଆ ଓ ଚାଷ ଜମି ନିକଟରେ ଥିବା ଉଈ ହୁଙ୍କା ଗୁଡିକକୁ ସଫାସୁତୁରା କରି ଝୋଟି ଦେଇଥିଲେ । ସେହିଭଳି ଦୀପ ଧୂପ ଓ ଫଳ ମୂଳ, ଅଣ୍ଡା, କଳା ଓ ଧଳା ରାଶିର ତିଆରି ଭୋଗ ଲଗାଇ ପୂଜାର୍ଚ୍ଚନା କରିଛନ୍ତି ।

ଛତିଶଗଡ଼ କିଏ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଗାଦି, ଦୌଡରେ...