ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଫିଲ୍ମ ‘ହଡ୍ଡି’ ପାଇଁ ଟ୍ରାନ୍ସଜେଣ୍ଡରଙ୍କ ସହ ରହୁଥିଲେ ନୱାଜୁଦ୍ଦିନ, ଖୁଲାସା କଲେ ଅଭିନେତା

ମୁମ୍ବାଇ ୦୫/୦୯: ଫିଲ୍ମ 'ଡ୍ଡି'କୁ ନେଇ ଏବେ ଚର୍ଚ୍ଚାରେ ନୱାଜୁଦ୍ଦିନ ସିଦ୍ଦିକି। ଏଥିରେ ସେ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ। ନୱାଜ ତାଙ୍କର ପ୍ରତ୍ୟେକ ଚରିତ୍ରରେ ସଂପୂର୍ଣ୍ଣ ଭାବେ ବୁଡି ରୁହନ୍ତି । 'ଡ୍ଡି'ରେ ମଧ୍ୟ ତାଙ୍କ ଭୂମିକାକୁ ଜୀବନ୍ତ କରିବାରେ ସେ କୌଣସି ଉପାୟ ଛାଡି ନାହାଁନ୍ତି। ଏଥିପାଇଁ ସେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସହିତ ମଧ୍ୟ ରହିଛନ୍ତି।


ନୱାଜୁଦ୍ଦିନ ସିଦ୍ଦିକିଙ୍କ ନିକଟ ସୂତ୍ର କହିଛନ୍ତି, ଅଭିନେତା ଏହି ଫିଲ୍ମରେ ତାଙ୍କ ଟ୍ରାନ୍ସଜେଣ୍ଡର ଚରିତ୍ରକୁ ନ୍ୟାୟ ଦେବାରେ କୌଣସି ଉପାୟ ଛାଡି ନାହାଁନ୍ତି। ଫିଲ୍ମରେ ତାଙ୍କୁ ଦେଖିବା ପରେ ଦର୍ଶକ ନିଜେ ଏହା ଅନୁଭବ କରିପାରିବେ। ପ୍ରସ୍ତୁତି ସମୟରେନୱାଜ ତାଙ୍କର ଅଧିକାଂଶ ଦିନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସହିତ ଅତିବାହିତ କରିଛନ୍ତି। ସେମାନଙ୍କ ସହିତ ଖାଦ୍ୟ ଖାଇଛନ୍ତି, ସେମାନଙ୍କ ସହିତ ରହିଛନ୍ତି ଏବଂ ସେମାନଙ୍କର ଅଭିବ୍ୟକ୍ତି, ବଡି ଲାଙ୍ଗୁଏଜ୍‌, ସବୁକିଛି ସେମାନଙ୍କଠାରୁ ଶିଖିଛନ୍ତି।


ତେବେ ଏହି ଚରିତ୍ରରେ ଅଭିନୟ କରି ନୱାଜୁଦ୍ଦିନ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ତାଙ୍କ ଅନୁଯାୟୀ ଜୀବନରେ ଏପରି ଚରିତ୍ର ଖୁବ୍‌ କମ୍‌ ମିଳେ କେବଳ ଏତିକି ନୁହେଁତାଙ୍କର ଏହି ଭୂମିକା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏବଂ ସେମାନଙ୍କ ସାମ୍ନାକୁ ଆସୁଥିବା ଚ୍ୟାଲେଞ୍ଜ ପ୍ରତି ତାଙ୍କର ଧାରଣ ବଦଳାଇଯାଇଛି।  

entertainment
bollywood
nawazuddinsiddiqui

Copyright © 2022 - Summa Real Media Private Limited. All Rights Reserved.