ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପଟିଆରେ କୃତି କଫିର ନୂତନ ସ୍ବତନ୍ତ୍ର ଆଉଟଲେଟ୍‌ର ଶୁଭାରମ୍ଭ

Published By : Prameya | February 29, 2024 12:22 PM

ଭୁବନେଶ୍ୱର ୨୯/୦୨: ଭାରତରେ ଦ୍ରୁତତମ ବୁଦ୍ଧି ପାଉଥିବା କୃତି କଫି ପଟିଆରେ ଏହାର ନୂତନ ସ୍ବତନ୍ତ୍ର କଫି ଅଭିଜ୍ଞତା ସେଣ୍ଟର ତଥା କାଫେ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ କୋରାପୁଟର କିନ୍ଦିରିଗୁଡା ଗ୍ରାମର ଆଦିବାସୀ କଫି ଚାଷୀ ତଥା କୋଟପାଡର ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକର ବିଦ୍ୟାଧର ମହନ୍ତ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଡୋକ୍ରା କାରିଗର ଏସ୍.ଏମ. ଗୋଲାପ ଗର୍ତିଆ ଏବଂ ତ୍ରିନାଥ ବେହେରା। 

କୃତି କଫି ଏକ ଲାଇଭ୍ ବ୍ରୁଓ୍ବିଙ୍ଗ ଅଧିବେଶନ କରିଥିଲା ଏବଂ କିନ୍ଦିରିଗୁଡା ନାଚୁରାଲ୍ସକୁ ପ୍ରସ୍ତୁତ କରିଥିଲା ଯାହାକି ପଞ୍ଚମ ବିଶ୍ବ କଫି ସମ୍ମିଳନୀରେ ଭାରତର ନମ୍ବର ୱାନ୍ ଆରବିକା ନାଚୁରାଲ୍ସ ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା। କୃତି କଫିର ସହ ପ୍ରତିଷ୍ଠାତା ଡକ୍ଟର କାମାକ୍ଷା ଦାସ ଯିଏକି ଓ୍ବାଲ୍ଡର ନମ୍ବର  ୧ ଓ କଫି ସ୍କିଲ୍ ବଡି ସ୍ପେସିଆଲିଟି କଫି ଆସୋସିଏସନରୁ ବୃତ୍ତିଗତ ସ୍ତରର ରୋଷ୍ଟିଂ ସମାପ୍ତ କରିଛନ୍ତି। 

ଗତ ଏକ ଦଶନ୍ଧି ମଧ୍ୟରେ କୃତି କଫିର ଯାତ୍ରା ଏବଂ ଓଡିଶାର ଆଦିବାସୀଙ୍କ ହୃଦୟରେ କଫି ବ୍ୟବସାୟ କିପରି ବୃଦ୍ଧି ପାଇବ ବୋଲି ସେ ଉପସ୍ଥାପନ କରିଥିଲେ। ବିଶ୍ବ କଫି କନଫରେନ୍ସ, ଓ୍ବାଲ୍ଡ ଅଫ୍ କଫି ଦୁବାଇ, ଗଲ୍ଫ ଫୁଡ୍ ଦୁବାଇ ଇତ୍ୟାଦି ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ସ୍ବତନ୍ତ୍ର କଫି ରୋଷ୍ଟି ଶକ୍ତି ଦ୍ୱାରା ପ୍ରଦର୍ଶିତ ହୋଇଛି। ୪୦୦୦ ବର୍ଗଫୁଟରୁ ଅଧିକ ବିସ୍ତାର, ଏହା ହେଉଛି ଭାରତର ସବୁଠାରୁ ବଡ଼ ବିଶେଷ କଫି ଅଭିଜ୍ଞତା କେନ୍ଦ୍ର ଯେଉଁଠାରେ ଏକ ସ୍ବତନ୍ତ୍ର ବ୍ରୁଓ୍ବିଙ୍ଗ୍ କାଉଣ୍ଟର,ରୋଷ୍ଟେରୀ, ଜୀବନ୍ତ କାରିଗରୀ ବେକେରୀ, କଣ୍ଟିନେଣ୍ଟାଲ ରାଷେଇ ଘର ରହିଛି।

ଏହି କାର୍ଯ୍ୟକ୍ରମରେ କୃତି କଫି ଟ୍ରାଇବସ୍ ଗୋଲ୍ଡ ଏବଂ ଟ୍ରାଇବସ୍ ସିଲଭର ବ୍ଲେଣ୍ଡ ଆରମ୍ଭ କରିଥିଲା ଯାହା ଓଡିଶାର କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ଆରୋକୁ ଅଞ୍ଚଳରେ ଆଦିବାସୀମାନଙ୍କ ଦ୍ବାରା ବୃଦ୍ଧି କରାଯାଇଥିଲା। ଏହି ଅବସରରେ କୃତି କଫିର ବିଜନେସ ମୁଖ୍ୟ ତପନ ବାରିସାଲ ଉଲ୍ଲେଖ କରିଛନ୍ତି ଯେ କୃତି କଫି ସମଗ୍ର ଭାରତରେ ୫ ଟି ସ୍ପେସିଆଲିଟି କଫି ଆଉଟଲେଟ୍ ସ୍ଥାପନ କରି ଏପ୍ରିଲରେ ବ୍ରହ୍ମପୁରରରେ ଷଷ୍ଠ ଆଉଟଲେଟ୍ ଖୋଲିବ । କୃତି କଫି ୫ ଟି ନୂତନ ଉତ୍ପାଦର ପରିଚୟ ବ୍ୟତୀତ ଆସନ୍ତା ଏକ ବର୍ଷ ମଧ୍ୟରେ କମ୍ପାନୀର ମାଲିକାନା ଏବଂ ଫ୍ରାଞ୍ଚାଇଜି ମଡେଲରେ ଆଉ ୧୦ ଟି ଆଉଟଲେଟ୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.