ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଟ୍ଵିନ୍ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ, ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ୯ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର, ୦୯/୧୧ : ରାଜ୍ୟରେ ଖସୁଛି ପାରଦ। ବଢୁଛି ଶୀତ। କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ। ସେହିପରି ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ଟ୍ଵିନ୍ ସିଟିରେ ମଧ୍ୟ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ। କଟକରେ ତାପମାତ୍ରା ୧୯ ଓ ଭୁବନେଶ୍ଵରରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି। 

ସୂଚନାନୁଯାୟୀ, କୋରାପୁଟ ଜିଲ୍ଲାରେ ୧୧.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୧.୫ ଡିଗ୍ରୀ, ଫୁଲବାଣୀରେ ୧୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରୀ, କିରେଇରେ ୧୩.୨ ଡିଗ୍ରୀ, କେନ୍ଦୁଝରରେ ୧୪.୮ ଡିଗ୍ରୀ, ଭବାନୀପାଟଣାରେ ୧୫ ଡିଗ୍ରୀ, ହୀରାକୁଦରେ ୧୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ୧୫.୪ ଡିଗ୍ରୀ ରେକର୍ଡ ହୋଇଛି। 

  • prameyanews
  • PrameyaOdia
  • prameya
  • Weather update
  • Copyright © 2022 - Summa Real Media Private Limited. All Rights Reserved.