ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଏପ୍ରିଲ ମାସରେ ନିରାମିଷ ଥାଳି ୮ ପ୍ରତିଶତ ବୃଦ୍ଧି

Published By : Prameya | May 9, 2024 11:47 AM

ନୂଆଦିଲ୍ଲୀ,୦୯/ ୦୫: ଏପ୍ରିଲ ମାସରେ ନିରାମିଷ ଥାଳି ପ୍ରସ୍ତୁତ କରିବା ଲାଗି ଖର୍ଚ୍ଚ ୮% ବୃଦ୍ଧି ହୋଇ ୨୭.୪ ଟଙ୍କା ଛୁଇଁଛି । ପିଆଜ, ଆଳୁ, ଟମାଟୋ ଭଳି ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ଏଭଳି ହୋଇଛି । ସେହିଭଳି ଘରେ ପ୍ରସ୍ତୁତ ହେଉଥିବା ଆମୀଷ ଥାଳି ପାଇଁ ଖର୍ଚ୍ଚ ୪% ହ୍ରାସ ପାଇ ୫୬.୩ ଟଙ୍କା ରହିଥିବା କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଆନାଲିଟିକ୍ସ ରିପୋର୍ଟରୁ ଜଣାପଡିଛି । 

ପିଆଜ, ଟମାଟୋ, ଆଳୁ ଦର ଯଥାକ୍ରମେ ୪୧%, ୪୦% ଏବଂ ୩୮% ମହଙ୍ଗା ହେବା ଯୋଗୁ ନିରାମିଷ ଥାଳି ପ୍ରସ୍ତୁତି ପାଇଁ ଖର୍ଚ୍ଚ ବଢ଼ିଛି । ରବି ଋତୁରେ ପିଆଜ ଅମଳ କମିବା ଏବଂ ପଶ୍ଚିମବଙ୍ଗରେ ଆଳୁ ଚାଷ ପ୍ରଭାବିତ ହେବା ଯୋଗୁ ଦର ବୃଦ୍ଧି ହୋଇଛି । ସେହିଭଳି ଚାଉଳ ଏବଂ ଡାଲି ଦର ଯଥାକ୍ରମେ ୧୪% ଏବଂ ୨୦% ବୃଦ୍ଧି ହେବା ଯୋଗୁ ଏହା ଖାଦ୍ୟ ପ୍ରସ୍ତୁତିକୁ ମହଙ୍ଗା କରିଛି । ସେହିଭଳି ଜିରା, ଲଙ୍କା, ତେଲ ଦର ଅପେକ୍ଷାକୃତ କମିବା ଯୋଗୁ ଏହା ଥାଳି ପ୍ରସ୍ତୁତିରେ ଖର୍ଚ୍ଚକୁ ବେଶି ବଢ଼ାଇନାହିଁ ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.