ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ସତ୍ୟବାଦୀ ଆସନରେ ଘମାଘୋଟ ଲଢ଼େଇ, ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଆଗୁଆ

ପୁରୀ ୦୪/୦୫: ଓଡିଶାରେ ଚାଲିଛି ଭୋଟି ଗଣତି। ଇଭିଏମ୍‌ ପେଡିରୁ ଖୋଲୁଛି ଭାଗ୍ୟ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଆଉ କିଛି ଘଣ୍ଟା ମଧ୍ୟରେ ହୋଇଯିବ ସ୍ପଷ୍ଟ। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସତ୍ୟବାଦୀ ଆସନରେ ଚାଲିଛି ଘମାଘୋଟ ଲଢ଼େଇ। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାଶ ବର୍ମାଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଆଗରେ ରହିଛନ୍ତି।

ସୂଚନା ମୁତାବିକ, ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ୫୨୬୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମୋଟ ୧୪୬୨୮ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ସଞ୍ଜୟ ଦାଶ ବର୍ମାଙ୍କୁ ୯୩୬୫ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ରଥଙ୍କୁ ୪୨୩ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ସ୍ବାଧିନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପ୍ରଧାନଙ୍କୁ ୨୯୨ ଖଣ୍ଡ ଭୋଟ। ସିପିଆ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କୁ ୭୩ ଖଣ୍ଡ ଭୋଟ, ବହୁଜନନ ସମାଜ ପାର୍ଟି ପ୍ରାର୍ଥୀ ଜଗନ୍ନାଥ ଭୋଇଙ୍କୁ ୫୧ ଖଣ୍ଡ‌ ଭୋଟ। ସ୍ବାଧିନ ପ୍ରାର୍ଥୀ ସତ୍ୟବାଦି ରାଧାମୋନ ବିଶ୍ବାଳଙ୍କୁ ୩୮ ଖଣ୍ଡ ଭୋଟ। ସେହିଭଳି ସ୍ବାଧିନ ପ୍ରାର୍ଥୀ କୌଳାଶ ଚନ୍ଦ୍ର ପ୍ରଧାନଙ୍କୁ ୨୨ ଖଣ୍ଡ ଭୋଟ। ସ୍ବାଧିନ ପ୍ରାର୍ଥୀ ଦେବୀ ପ୍ରସାଦ ୨୨ ଖଣ୍ଡ ଭୋଟ।ମୋ ଦଳ ପ୍ରାର୍ଥୀ ପବିତ୍ର ରାଉତ୍ତରାୟଙ୍କୁ ୭ ଖଣ୍ଡ ଭୋଟ ପଡିଥିବା ବେଳେ ନୋଟାରେ ୮୫ ଖଣ୍ଡ ଭୋଟ ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.