ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସତ୍ୟବାଦୀ ଆସନରେ ଘମାଘୋଟ ଲଢ଼େଇ, ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଆଗୁଆ

ପୁରୀ ୦୪/୦୫: ଓଡିଶାରେ ଚାଲିଛି ଭୋଟି ଗଣତି। ଇଭିଏମ୍‌ ପେଡିରୁ ଖୋଲୁଛି ଭାଗ୍ୟ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଆଉ କିଛି ଘଣ୍ଟା ମଧ୍ୟରେ ହୋଇଯିବ ସ୍ପଷ୍ଟ। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସତ୍ୟବାଦୀ ଆସନରେ ଚାଲିଛି ଘମାଘୋଟ ଲଢ଼େଇ। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାଶ ବର୍ମାଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଆଗରେ ରହିଛନ୍ତି।

ସୂଚନା ମୁତାବିକ, ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ୫୨୬୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମୋଟ ୧୪୬୨୮ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ସଞ୍ଜୟ ଦାଶ ବର୍ମାଙ୍କୁ ୯୩୬୫ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ରଥଙ୍କୁ ୪୨୩ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ସ୍ବାଧିନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପ୍ରଧାନଙ୍କୁ ୨୯୨ ଖଣ୍ଡ ଭୋଟ। ସିପିଆ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କୁ ୭୩ ଖଣ୍ଡ ଭୋଟ, ବହୁଜନନ ସମାଜ ପାର୍ଟି ପ୍ରାର୍ଥୀ ଜଗନ୍ନାଥ ଭୋଇଙ୍କୁ ୫୧ ଖଣ୍ଡ‌ ଭୋଟ। ସ୍ବାଧିନ ପ୍ରାର୍ଥୀ ସତ୍ୟବାଦି ରାଧାମୋନ ବିଶ୍ବାଳଙ୍କୁ ୩୮ ଖଣ୍ଡ ଭୋଟ। ସେହିଭଳି ସ୍ବାଧିନ ପ୍ରାର୍ଥୀ କୌଳାଶ ଚନ୍ଦ୍ର ପ୍ରଧାନଙ୍କୁ ୨୨ ଖଣ୍ଡ ଭୋଟ। ସ୍ବାଧିନ ପ୍ରାର୍ଥୀ ଦେବୀ ପ୍ରସାଦ ୨୨ ଖଣ୍ଡ ଭୋଟ।ମୋ ଦଳ ପ୍ରାର୍ଥୀ ପବିତ୍ର ରାଉତ୍ତରାୟଙ୍କୁ ୭ ଖଣ୍ଡ ଭୋଟ ପଡିଥିବା ବେଳେ ନୋଟାରେ ୮୫ ଖଣ୍ଡ ଭୋଟ ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.