ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ଆସିବେ ଆପ୍‌ ଓଡ଼ିଶା ପ୍ରଭାରୀ, ୧୪ରେ ବିଧାୟକ ପ୍ରାର୍ଥୀ ତାଲିକା !

ଭୁବନେଶ୍ୱର,୧୨/୦୪: ନିର୍ବାଚନ ପୂର୍ବରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆମ୍‌ ଆଦମୀ ପାର୍ଟି ଓଡ଼ିଶା ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍‌ ବିଧାୟକ ବୀରେନ୍ଦର ସିଂ କାଡିଆନ୍‌ । ଆସନ୍ତା ୧୩  ଓ ୧୪ ତାରିଖରେ ସେ ଭୁବନେଶ୍ୱରରେ  ରହିବେ । ୧୩ ତାରିଖରେ ଆପ୍‌ ପକ୍ଷରୁ ଏକ  ମିଶ୍ରଣ ପର୍ବ ହେବ । ଉକ୍ତ କାର୍ଯ୍ୟକ୍ରମରେ  ଶ୍ରୀ କାଡିଆନ ଯୋଗଦେଇ ଆଶାୟୀ  ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ । ଏହାପରେ ୧୪ ତାରିଖରେ ଆପ୍‌ର  ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀଙ୍କ ତାଲିକା  ଜାରି କରାଯିବାର ସମ୍ଭାବନା ରହିଥିବା  ଆପ୍‌ର ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.