ପ୍ରମୁଖ ଖବର
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଓଡ଼ିଶା ଆସିବେ ଆପ୍‌ ଓଡ଼ିଶା ପ୍ରଭାରୀ, ୧୪ରେ ବିଧାୟକ ପ୍ରାର୍ଥୀ ତାଲିକା !

ଭୁବନେଶ୍ୱର,୧୨/୦୪: ନିର୍ବାଚନ ପୂର୍ବରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆମ୍‌ ଆଦମୀ ପାର୍ଟି ଓଡ଼ିଶା ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍‌ ବିଧାୟକ ବୀରେନ୍ଦର ସିଂ କାଡିଆନ୍‌ । ଆସନ୍ତା ୧୩  ଓ ୧୪ ତାରିଖରେ ସେ ଭୁବନେଶ୍ୱରରେ  ରହିବେ । ୧୩ ତାରିଖରେ ଆପ୍‌ ପକ୍ଷରୁ ଏକ  ମିଶ୍ରଣ ପର୍ବ ହେବ । ଉକ୍ତ କାର୍ଯ୍ୟକ୍ରମରେ  ଶ୍ରୀ କାଡିଆନ ଯୋଗଦେଇ ଆଶାୟୀ  ପ୍ରାର୍ଥୀଙ୍କ ସହ ଆଲୋଚନା କରିବେ । ଏହାପରେ ୧୪ ତାରିଖରେ ଆପ୍‌ର  ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀଙ୍କ ତାଲିକା  ଜାରି କରାଯିବାର ସମ୍ଭାବନା ରହିଥିବା  ଆପ୍‌ର ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.