ପ୍ରମୂଖ ଖବର
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଧଉଳି ଏକ୍ସପ୍ରେସରୁ ଏକ କେଜି ସୁନା ଜବତ, ଜଣେ ଅଟକ

କଟକ,୯।୭ : ଧଉଳି ଏକ୍ସପ୍ରେସରୁ ଜଣେ ବ୍ୟକ୍ତିଙ୍କୁ ଠାରୁ କଟକ ଆର୍ ପି ଏଫ୍ ଥାନା ପୋଲିସ ଏକ କେଜି ସୁନା ଜବତ କରିଛି। ଏଥିସହ ପଶ୍ଚିମ ବଙ୍ଗ ମେଦିନ୍ ପୁର ଅଞ୍ଚଳର ଜଣଙ୍କୁ ଅଟକ ରଖିଛି। ବିନା କାଗଜପତ୍ରରେ ଏହି ସୁନା ଗହଣା ଚାଲାଣ ହେଉଥିଲା।

ଧଉଳି ଏକ୍ସପ୍ରେସରେ ଜଣେ ବ୍ୟକ୍ତି ସୁନା ନେଇ ଯାଉଥିବାର ଆର୍ ପି ଏଫ୍ ଥାନା ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ପୋଲିସ ଟ୍ରେନରେ ତଲାସୀ କରିବା ପରେ ପଶ୍ଚିମବଙ୍ଗ ମେଦିନ୍ ପୁର ଅଞ୍ଚଳର ପଲାସ ପାତ୍ରଙ୍କ ବ୍ୟାଗରୁ ସୁନା ଗହଣା ମିଳିଥିଲା। ଏହା ଓଜନ ହେବା ପରେ ଏକ କେଜି ଓଜନ ହୋଇଥିବା ଜଣା ପଡିଥିଲା। ତେବେ ଏହି ସୁନାର କୌଣସି କାଗଜପତ୍ର ଦେଖାଇ ନପରିବା ରୁ ଆରପି ଏଫ୍ ଥାନା ପୋଲିସ ସୁନାକୁ ଜବତ୍ କରିଥିଲେ। ଏଥିସହ ସୁନା ଚାଲାଣ କାରୀ ପଲାସକୁ ଅଟକ ରଖିଛି। ସେ ବିନା କାଗଜପତ୍ର ରେ ସୁନା ଦୋକାନ ମାନଙ୍କୁ ସୁନା ଗହଣା ଚାଲାଣ କରୁଥିବା  ସ୍ବୀକାର କରିଥିବା ଆର୍ ପି ଏଫ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.