ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜାତିସଂଘରେ ପିଓକେ ନେତାଙ୍କ ଦାବି: ଆମର ଏଠାରୁ ହଟାଯାଉ ପାକିସ୍ତାନର ସୈନିକ, ନଚେତ ଉତ୍ୟକ୍ତ ହୋଇଯିବେ ଲୋକେ

ନୂଆଦିଲ୍ଲୀ,୨୬।୬:  ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ସେନା ବିରୋଧରେ ଏକାଠି ହୋଇଛନ୍ତି ସ୍ଥାନୀୟ ଲୋକ। ନିକଟରେ ୟୁନାଇଟେଡ୍‌ କାଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି(ୟୁକେପିଏନ୍‌ପି)ର ଅଧ୍ୟକ୍ଷ ସରଦାର ସୌକତ ଅଲ୍ଲୀ କାଶ୍ମରୀ ପାକିସ୍ତାନକୁ କହିଛନ୍ତି ସେ ପିଓକେର ଜମ୍ମୁ-କଶ୍ମୀର(ପିଓଜେକେ)ରେ ସୈନିକଙ୍କୁ ମୁତୟନ କରାନଯାଉ। ସେ ମଙ୍ଗଳବାର ଜେନେଭାରେ ଚାଲିଥିବା ଜାତିସଂଘର ମାନବାଧିକାର ପରିଷଦର ୫୬ ତମ ଅଧିବେଶନ ବେଳେ ନିଜର ବକ୍ତବ୍ୟ ଦେଇଛନ୍ତି।

ଶୌକତ ଅଲ୍ଲୀ କାଶ୍ମୀର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆମକୁ ପିଓକେରୁ ରିପୋର୍ଟ ମିଳିଛି, ଯେଉଁଥିରେ କୁହାଯାଇଥିଲା ଯେ, ପାକିସ୍ତାନର ପ୍ରଶାସନ ସେଠାର ଫ୍ରଣ୍ଟିୟର କୋର(ଏଫ୍‌ସି) ୟୁନିଟକୁ ପୁଣିଥରେ ମୁତୟନ କରିଛନ୍ତି। ଏହି ପରିଚୟ ଖୁବ୍ ଗୁରୁତ୍ବପୂର୍ଣ୍ଣ ଯେ, ପିଓଜେକେ ଏକ ବିବାଦୀୟ ଅଞ୍ଚଳ, ତେଣୁ ପାକିସ୍ତାନ ସେଠାରେ ନିଜର ସେନାକୁ ମୁତୟନ କରିବା ଉଚିତ ନୁହେଁ।

ସେ ଆହୁରି କହିଛନ୍ତି ଯେ, ଏଭଳି କାର୍ଯ୍ୟାନୁଷ୍ଠାନ ଯୋଉଁ ସ୍ଥାନୀୟ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକ ଓ ପ୍ରଶାସନ ମଧ୍ୟ ଅଶାନ୍ତିକୁ ରୋକିବା ପାଇଁ ପାକିସ୍ତାନର ପିଓଜେକିରୁ ନିଜର ସୈନିକଙ୍କୁ ଫେରାଇ ନେବା ଦରକାର,ନଚେତ ସେଠାର ଲୋକେ ଉତ୍ୟକ୍ତ ହୋଇପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.