ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କଟକ ଲୋକସଭା ସହ ୭ଟି ବିଧାନସଭା ଆସନରେ ମତଦାନ ଆରମ୍ଭ, ସମ୍ଵେଦନଶୀଳ ବୁଥ୍‌ରେ ସିଏପିଏଫ୍ ମୁତୟନ

କଟକ, ୨୫/୦୫ : କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। କଟକ ଲୋକସଭା ସହ ବାରବାଟୀ କଟକ, ଚୌଦ୍ଵାର କଟକ ଓ କଟକ ସଦର, ଆଠଗଡ, ବାଙ୍କୀ ଓ ବଡ଼ମ୍ବା ନରସିଂହପୁର ବିଧାନସଭା ଆସନ ପାଇଁ ଶନିବାର ମତଦାନ ହେଉଛି। କଟକର ୭ଟି ବିଧାନସଭା ଆସନର ୧୪୫୩ ଵୁଥରେ ୧୩ ଲକ୍ଷ ୮୬ହଜାର ୨୪୫ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି। କଟକ ଲୋକସଭାର ୮୩୪ ସମ୍ବେଦନଶୀଳ ଵୁଥରୁ ୱେବକାଷ୍ଟିଂର ଵ୍ୟଵସ୍ଥା କରାଯାଇଛି। 

ଏହା ସହ ୩୮ଵୁଥରେ ଭିଡିଓଗ୍ରାଫି ଵ୍ୟଵସ୍ଥା ମଧ୍ୟ କରାଯାଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ୧୯୮ ସିଏପିଏଫ୍ ମୁତୟନ ହୋଇଛନ୍ତି ଵୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିଵା ପାଇଁ ୮୦ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଥିଵା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.