ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

କଟକ ଲୋକସଭା ସହ ୭ଟି ବିଧାନସଭା ଆସନରେ ମତଦାନ ଆରମ୍ଭ, ସମ୍ଵେଦନଶୀଳ ବୁଥ୍‌ରେ ସିଏପିଏଫ୍ ମୁତୟନ

କଟକ, ୨୫/୦୫ : କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। କଟକ ଲୋକସଭା ସହ ବାରବାଟୀ କଟକ, ଚୌଦ୍ଵାର କଟକ ଓ କଟକ ସଦର, ଆଠଗଡ, ବାଙ୍କୀ ଓ ବଡ଼ମ୍ବା ନରସିଂହପୁର ବିଧାନସଭା ଆସନ ପାଇଁ ଶନିବାର ମତଦାନ ହେଉଛି। କଟକର ୭ଟି ବିଧାନସଭା ଆସନର ୧୪୫୩ ଵୁଥରେ ୧୩ ଲକ୍ଷ ୮୬ହଜାର ୨୪୫ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି। କଟକ ଲୋକସଭାର ୮୩୪ ସମ୍ବେଦନଶୀଳ ଵୁଥରୁ ୱେବକାଷ୍ଟିଂର ଵ୍ୟଵସ୍ଥା କରାଯାଇଛି। 

ଏହା ସହ ୩୮ଵୁଥରେ ଭିଡିଓଗ୍ରାଫି ଵ୍ୟଵସ୍ଥା ମଧ୍ୟ କରାଯାଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ୧୯୮ ସିଏପିଏଫ୍ ମୁତୟନ ହୋଇଛନ୍ତି ଵୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିଵା ପାଇଁ ୮୦ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଥିଵା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.