ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଥର ବଦଳି ନ ପାରେ ରେପୋ ରେଟ୍

ନୂଆଦିଲ୍ଲୀ,୦୧/୦୪:  ଆର୍‌ବିଆଇ ଏହାର ରେପୋ ରେଟ୍‌କୁ ଏପ୍ରିଲରେ ଅପରିବର୍ତ୍ତିତ ରଖିପାରେ ।  ଅର୍ଥନୈତିକ ଅଭିବୃଦ୍ଧି ୮% ଓ ମୁଦ୍ରାସ୍ଫୀତି  ଧାର୍ଯ୍ୟ ୪% ସ୍ତରରେ ରଖିବା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଫୋକସ କରିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।  

ଆମେରିକା ଏବଂ ବ୍ରିଟେନର କେନ୍ଦ୍ରୀୟ  ବ୍ୟାଙ୍କ ଭଳି ସୁଧହାର ଉପରେ ନଜର  ରଖିବା ସପକ୍ଷରେ ରହିଛି ଆର୍‌ବିଆଇ ।  ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ  କେବଳ ସ୍ୱିଜରଲ୍ୟାଣ୍ଡ ସୁଧହାର ହ୍ରାସ  କରିଛି । ସେହିଭଳି ଜାପାନ ଲଗାତାର  ୮ ବର୍ଷ ହେବ ନକାରାତ୍ମକ ସୁଧହାର  ସ୍ଥିତିରେ ରହିଛି । ଗଭର୍ଣ୍ଣର ଶକ୍ତିକାନ୍ତ  ଦାସଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୩ରୁ  ୫ ଯାଏ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି  କମିଟି(ଏମ୍‌ପିସି)ର ସମୀକ୍ଷା ବୈଠକ  ବସିବ । ଶୁକ୍ରବାର ଦିନ ସୁଧହାର ହ୍ରାସ  ସମ୍ପର୍କରେ ଘୋଷଣା ହେବ । ଆର୍ôଥକ  ବର୍ଷ ୨୦୨୪-୨୫ର ଏହା ହେବ ପ୍ରଥମ  ମୁଦ୍ରାନୀତି ସମୀକ୍ଷା ବୈଠକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.