ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଏଥର ବଦଳି ନ ପାରେ ରେପୋ ରେଟ୍

ନୂଆଦିଲ୍ଲୀ,୦୧/୦୪:  ଆର୍‌ବିଆଇ ଏହାର ରେପୋ ରେଟ୍‌କୁ ଏପ୍ରିଲରେ ଅପରିବର୍ତ୍ତିତ ରଖିପାରେ ।  ଅର୍ଥନୈତିକ ଅଭିବୃଦ୍ଧି ୮% ଓ ମୁଦ୍ରାସ୍ଫୀତି  ଧାର୍ଯ୍ୟ ୪% ସ୍ତରରେ ରଖିବା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଫୋକସ କରିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।  

ଆମେରିକା ଏବଂ ବ୍ରିଟେନର କେନ୍ଦ୍ରୀୟ  ବ୍ୟାଙ୍କ ଭଳି ସୁଧହାର ଉପରେ ନଜର  ରଖିବା ସପକ୍ଷରେ ରହିଛି ଆର୍‌ବିଆଇ ।  ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ  କେବଳ ସ୍ୱିଜରଲ୍ୟାଣ୍ଡ ସୁଧହାର ହ୍ରାସ  କରିଛି । ସେହିଭଳି ଜାପାନ ଲଗାତାର  ୮ ବର୍ଷ ହେବ ନକାରାତ୍ମକ ସୁଧହାର  ସ୍ଥିତିରେ ରହିଛି । ଗଭର୍ଣ୍ଣର ଶକ୍ତିକାନ୍ତ  ଦାସଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୩ରୁ  ୫ ଯାଏ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି  କମିଟି(ଏମ୍‌ପିସି)ର ସମୀକ୍ଷା ବୈଠକ  ବସିବ । ଶୁକ୍ରବାର ଦିନ ସୁଧହାର ହ୍ରାସ  ସମ୍ପର୍କରେ ଘୋଷଣା ହେବ । ଆର୍ôଥକ  ବର୍ଷ ୨୦୨୪-୨୫ର ଏହା ହେବ ପ୍ରଥମ  ମୁଦ୍ରାନୀତି ସମୀକ୍ଷା ବୈଠକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.