ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କିଏଭରେ ରୁଷର ଜୋର୍‌ଦାର ମିସାଇଲ ମାଡ଼: ୩୧ ମୃତ, ଶତାଧିକ ଆହତ

କିଏଭ,୦୯/୦୭:  ୟୁକ୍ରେନର  ରାଜଧାନୀ କିଏଭ୍‌ରେ ରୁଷ ସେନା  ପକ୍ଷରୁ ଜୋର୍‌ଦାର ମିସାଇଲ ମାଡ଼ କରାଯାଇଛି । ଏଥିରେ ୩୧ ଜଣ ପ୍ରାଣ  ହରାଇଥିଲା ବେଳେ ଅନେକ ଆହତ  ହୋଇଛନ୍ତି । ସେହିଭଳି କିଏଭରେ ଥିବା ଏକ ଶିଶୁ ହସ୍ପିଟାଲ ଉପରେ ମିସାଇଲ  ପଡିବାରୁ ତାହା ଧ୍ୱଂସ ପାଇଯାଇଛି ।  ଅନେକ ଲୋକ ଧ୍ୱଂସାବଶେଷ ଭିତରେ  ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ।  

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର  ଜେଲେନ୍‌ସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି କିଏଭର ବିଭିନ୍ନ ସ୍ଥାନରେ  ୪୦ରୁ ଅଧିକ ମିସାଇଲ ପଡିଛି । ଫଳରେ  ଓଖମତଡିଟ୍‌ ସ୍ଥିତ ଶିଶୁ ହସ୍ପିଟାଲ ସମେତ  ଅନେକ ଅଟ୍ଟାଳିକା ଧ୍ୱଂସ ପାଇଯାଇଛି । ଶିଶୁ ହସ୍ପିଟାଲର ଭଗ୍ନାବଶେଷ ତଳେ  ବହୁ ଲୋକ ଚାପିହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ, ରୋଗୀ,  ଡାକ୍ତର ଓ ସାଧାରଣ ଜନତା ଅଛନ୍ତି । ଧ୍ୱଂସାବଶେଷକୁ ହଟାଇବା କାର୍ଯ୍ୟ ଜାରି  ରହିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.