ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି, ସାଧାରଣ ଦର୍ଶନ କଟକଣା

ପୁରୀ,୨୦/୦୨: ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ହେବ  ବୋଲି ସୂଚନା ମିଳିଛି । ଏହି ସ୍ୱତନ୍ତ୍ର ନୀତି ସମୟରେ ଠାକୁରଙ୍କ  ଦର୍ଶନ କଟକଣା ରହିବ । ଦ୍ୱିତୀୟ ଭୋଗମଣ୍ଡପ ଅନୁଷ୍ଠିତ ହେବା  ପରେ ବନକ ଲାଗି ପାଇଁ ପ୍ରସ୍ତୁତି ହେବ । ଦତମହାପାତ୍ର  ସେବକମାନେ ଠାକୁରଙ୍କ ବନକଲାଗି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ  କରିବେ । ଏଥିପାଇଁ ଅପରାହ୍ନରେ ଶ୍ରଦ୍ଧାଳୁମାନେ ପ୍ରାୟ ୩ ଘଣ୍ଟା  ମହାପ୍ରଭୁଙ୍କ ଦର୍ଶନ ପାଇବେନାହିଁ ବୋଲି ଅନୁମାନ କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.