ଭୁବନେଶ୍ୱର ୨୩/୦୫: ବିଜେଡିକୁ ବାହୁଡିଲେ ସିମୁଳିଆ ବିଧାୟକ ତଥା ପୂର୍ବତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ। ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ହେଲେ ଜ୍ୟୋତି ପ୍ରକାଶ ପ୍ରାଣିଗ୍ରାହୀ। ଦଳୀୟ ସହ ସରକାରୀ ପଦ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା। ବୁଧବାର ଜ୍ୟୋତି ପ୍ରକାଶ ପ୍ରାଣିଗ୍ରାହୀ। ବୁଧବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଦେଖିବାକୁ ମିଳିଥିଲା ରାଜନୀତି ସରଗରମ। ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।
ସେହିଭଳି ଅଶ୍ୱନୀ ପାତ୍ର ହେଲେ ବରିଷ୍ଠ ସାଧାରଣ ସଂପାଦକ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।