ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଫିଲ୍ମ, ସିରିଏଲରେ ଦେଖାଯିବନି ଶିଖ୍‌ ବିବାହ ଦୃଶ୍ୟ

ନୂଆଦିଲ୍ଲୀ,୧୦/୭: ଫିଲ୍ମ ଏବଂ ଟିଭି ସିରିଏଲରେ ଆନନ୍ଦ କାରଜ ବା ଶିଖ ବିବାହ ଦୃଶ୍ୟ ଆଉ ଦେଖାଯିବ ନାହିଁ । ମୋହାଲିରେ ସିରିଏଲ ସୁଟିଂ ସମୟରେ ହୋଇଥିବା ବିବାଦ ପରେ ଶିଖ୍‌ଙ୍କ ସର୍ବୋଚ୍ଚ ତଖତ୍‌ ଶ୍ରୀ ଅକାଳ ତଖତ୍‌ ସାହିବ ଏବଂ ସର୍ବୋଚ୍ଚ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏପରି ଦୃଶ୍ୟ ସୁଟିଂକୁ ଅନୁଚିତ ବୋଲି ଦର୍ଶାଇଛି । ଏହି ସିନ୍‌ ନକଲି ଗୁରୁଦ୍ୱାରା ସାହିବ ବନାଯାଇ ଶୁଟିଂ କରାଯାଇଥାଏ । ଅକାଳ ତଖତ୍‌ ଜଥେଦାର ଜ୍ଞାନୀ ରଘବୀର ସିଂ ଏହି ମାମଲାରେ ଏସ୍‌ଜିପିସିକୁ ରିପୋର୍ଟ ମାଗିଛନ୍ତି । ଏ ନେଇ ଅକାଳ ତଖତ୍‌ ପକ୍ଷରୁ ଆଦେଶ ଜାରି ହୋଇପାରେ ।

ଏହା ପୂର୍ବରୁ ମ୍ୟାରେଜ ପ୍ୟାଲେସଗୁଡ଼ିକୁ ବି ଶ୍ରୀଗୁରୁ ଗ୍ରନ୍ଥ ସାହିବ ନେବା ଉପରେ କଟକଣା ଲଗାଯାଇଛି । ପ୍ରକାଶଥାଉକି, ମୋହାଲିରେ ପଞ୍ଜାବୀ ଟିଭି ସିରିଏଲ ଉଡାରିୟାଁର ସୁଟିଂ ଚାଲିଥିଲା । ଏଥିରେ ନକଲି ଗୁରୁଦ୍ୱାରା ସେଟ୍‌ରେ ବିବାହ ଦୃଶ୍ୟ ସୁଟିଂ ହେବାବେଳେ ନିହଙ୍ଗମାନେ ସେଠାରେ ହଙ୍ଗାମା କରି ସୁଟିଂ ରୋକିଦେଇଥିଲେ । ପରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.