ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଟାଇଟଲ ସ୍ୱପ୍ନ ଧୂଳିସାତ ପରେ ସନ୍‌ରାଇଜର୍ସ ମାଲିକାଣୀଙ୍କ ଆଖିରେ ଲୁହ...

Published By : Prameya | May 27, 2024 9:06 AM

ଚେନ୍ନାଇ,୨୭/୦୫: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ କୋଲକାତା ନାଇଟ  ରାଇଡର୍ସ (କେକେଆର) ଆଇପିଏଲ ଫାଇନାଲରେ ରବିବାର ୮ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ ହୋଇଛି ।  ଏଥିସହ ସନ୍‌ରାଇଜର୍ସର ଟାଇଟଲ ସ୍ୱପ୍ନ ଧୂଳିସାତ ହୋଇଥିଲା ।

ଆଇପିଏଲ୍‌ ଫାଇନାଲ୍‌ରେ କୋଲକାତା  ନାଇଟ୍‌ ରାଇଡର୍ସଠୁ ଶୋଚନୀୟ ଭାବେ ପରାଜିତ ହେବା ପରେ ସନ୍‌ରାଇଜର୍ସ  ହାଇଦ୍ରାବାଦର ମାଲିକାଣୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାବ୍ୟା ମାରନ କୋହ ସମ୍ଭାଳି ନପାରି କାନ୍ଦି  ପକାଇଥିଲେ । ଟାଇଟଲ୍‌ ହାତଛଡ଼ା କରିବାର ଦୁଃଖକୁ ସହଜରେ ଗ୍ରହଣ କରିପାରି ନଥିଲେ । ଆଇପିଏଲ୍‌  ସିଜନରେ ସେ ପ୍ରତି ମ୍ୟାଚ୍‌ରେ  ଷ୍ଟାଡିୟମରେ ଉପସ୍ଥିତ ରହି ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।  ବିଜୟକୁ ନେଇ ଖୁସିରେ ଝୁମି ଉଠୁଥିଲେ  ତ କେତେବେଳେ ପରାଜୟରେ ଭାଙ୍ଗି  ପଡ଼ୁଥିଲେ । ସମ୍ପୂର୍ଣ୍ଣ ସିଜନରେ ତାଙ୍କର ଭାବନାତ୍ମକ ଅଙ୍ଗଭଙ୍ଗୀର  ଭିଡିଓ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହୋଇଥିଲ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.