ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଟାଇଟଲ ସ୍ୱପ୍ନ ଧୂଳିସାତ ପରେ ସନ୍‌ରାଇଜର୍ସ ମାଲିକାଣୀଙ୍କ ଆଖିରେ ଲୁହ...

ଚେନ୍ନାଇ,୨୭/୦୫: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ କୋଲକାତା ନାଇଟ  ରାଇଡର୍ସ (କେକେଆର) ଆଇପିଏଲ ଫାଇନାଲରେ ରବିବାର ୮ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ ହୋଇଛି ।  ଏଥିସହ ସନ୍‌ରାଇଜର୍ସର ଟାଇଟଲ ସ୍ୱପ୍ନ ଧୂଳିସାତ ହୋଇଥିଲା ।

ଆଇପିଏଲ୍‌ ଫାଇନାଲ୍‌ରେ କୋଲକାତା  ନାଇଟ୍‌ ରାଇଡର୍ସଠୁ ଶୋଚନୀୟ ଭାବେ ପରାଜିତ ହେବା ପରେ ସନ୍‌ରାଇଜର୍ସ  ହାଇଦ୍ରାବାଦର ମାଲିକାଣୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାବ୍ୟା ମାରନ କୋହ ସମ୍ଭାଳି ନପାରି କାନ୍ଦି  ପକାଇଥିଲେ । ଟାଇଟଲ୍‌ ହାତଛଡ଼ା କରିବାର ଦୁଃଖକୁ ସହଜରେ ଗ୍ରହଣ କରିପାରି ନଥିଲେ । ଆଇପିଏଲ୍‌  ସିଜନରେ ସେ ପ୍ରତି ମ୍ୟାଚ୍‌ରେ  ଷ୍ଟାଡିୟମରେ ଉପସ୍ଥିତ ରହି ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।  ବିଜୟକୁ ନେଇ ଖୁସିରେ ଝୁମି ଉଠୁଥିଲେ  ତ କେତେବେଳେ ପରାଜୟରେ ଭାଙ୍ଗି  ପଡ଼ୁଥିଲେ । ସମ୍ପୂର୍ଣ୍ଣ ସିଜନରେ ତାଙ୍କର ଭାବନାତ୍ମକ ଅଙ୍ଗଭଙ୍ଗୀର  ଭିଡିଓ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହୋଇଥିଲ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.