ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଭାରତର ଏହି କ୍ରିକେଟର ବଲିଉଡ଼ର କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ,୧୧/୭ : ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟର ହରଲୀନ ଦେଓଲ ସୋଶିଆଲ ମିଡ଼ିଆରେ ବହୁ ଆକ୍ଟିଭ ରହିଥାନ୍ତି ଏବଂ ନିଜ ଫଟୋ ଫ୍ୟାନ୍ସଙ୍କ ସେୟାର କରିଥାନ୍ତି । ୨୬ବର୍ଷୀୟ କ୍ରିକେଟ ହରଲୀନ ଦେଓଲ ସୁନ୍ଦରତା ମାମଲାରେ ବଲିଉଡ଼ର ଅଭିନେତ୍ରୀଙ୍କୁ ବି ଟକ୍କର ଦେଇଥାନ୍ତି।   ହରଲୀନ ଭାରତୀୟ ଟିମ୍ ଲାଗି ୧୦ଓ୍ବାନଡେ ଏବଂ ୨୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଭାରତର ଯୁବ ବ୍ୟାଟର ହରଲୀନ ଦେଓଲଙ୍କୁ ତାଙ୍କ କ୍ୟାରିୟରର ଆରମ୍ଭ ହେବା କ୍ଷଣି ମହିଳା ଖେଳ ଜଗତରସବୁଠାରୁ ସୁନ୍ଦର ଖେଳାଳୀଙ୍କ ମଧ୍ୟରେ ଗଣାଯିବାକୁ ଲାଗିଲେ । ହରଲୀନ ୨୦୧୯ରେ ଭାରତ ଲାଗି ନିଜ ଡେବ୍ୟୁ କରିଥିଲେ । ସେ ଘରୋଇ କ୍ରିକେଟରେ ହିମାଚଳ ପ୍ରଦେଶ କ୍ରିକେଟ ଟିମରୁ ଖେଳିଥାନ୍ତି । ସେହିଭଳି ଚଣ୍ଡିଗଡ଼ରୁ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବାରେ ଦ୍ବିତୀୟ ମହିଳା କ୍ରିକେଟର ଅଟନ୍ତି ।

ହରଲୀନ ଦେଓଲ ଷ୍ଟାଇଲିଶ ମହିଳା କ୍ରିକେଟର ଅଟନ୍ତି ଏବଂ ସୋଶିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି । ନିଜ ଫିଟନେଶର ପୂରା ଧ୍ୟାନ ରଖିଥାନ୍ତି ।

ସୋଶିଆଲ ମିଡ଼ିଆରେ ହରଲୀନ ଦେଓଲଙ୍କ ଜବରଦସ୍ତ ଫ୍ୟାନ ଫଲୋଇଂ ଅଛନ୍ତି । ଇନଷ୍ଟାଗ୍ରାମରେ ହରଲୀନ ଦେଓଲଙ୍କ ୨.୧ମିଲିୟନ ଫଲୋଅର୍ସ ଅଛନ୍ତି । ହରଲୀନ ଦେଓଲ କୌଣସି ଅଭିନେତ୍ରୀଙ୍କଠାରୁ ବି କମ ଦେଖାଯାଇନଥାନ୍ତି । ହରଲୀନ ଯେତେବେଳେ  ୮ବର୍ଷର ଥିଲେ ସେତବେଳୁ ହିଁ ସେ କ୍ରିକେଟର ବଡ଼ ଶୌଖିନ ଥିଲେ ଏବଂ ନିଜ ପାଖଆଖର ଯୁବକ ଏବଂ ଭାଇଙ୍କ ସହ ଖେଳିଥାନ୍ତି ।

ପ୍ରକାଶ ଯେ, ହରଲୀନ ଦେଓଲଙ୍କ ହକି, ଫୁଟବଲ, ବାସ୍କେଟବଲରେ ବି ଦୁର୍ବଳତା ଅଛି । ସେ ସ୍କୁଲରେ ବେଷ୍ଟ ଆଥଲେଟ୍ ବି ରହିଥିଲେ । ନିଜ ଖେଳକୁ ନେି ହରଲୀନ ବହୁ ଗମ୍ଭୀର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.