ଭଦ୍ରକ, ୨୭/୯ : ଭଦ୍ରକ ଜିଲ୍ଲା ସଣ୍ଠିଆ ନିକଟରେ ଉତ୍ତେଜନା । ପୋଲିସ ଉପରକୁ ଉତ୍ତ୍ୟକ୍ତ ଲୋକଙ୍କ ପଥରମାଡ଼ । ୨ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । ପଥରମାଡ଼ରେ ଭଦ୍ରକ ଟାଉନ ଥାନା ଏସଆଇ ଗୁରୁତର ହୋଇଛନ୍ତି । ତହସିଲଦାରଙ୍କ ଗାଡ଼ି ଭାଙ୍ଗି ଦେଲେ ଉତ୍ତ୍ୟକ୍ତ ଲୋକେ । ରାସ୍ତାରେ ପୋଡ଼ା ଜଳା କରି ପ୍ରତିବାଦ କରୁଛନ୍ତି ଲୋକେ । ଫେସବୁକରେ ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା ହୋଇଥିବା ସନ୍ଦେହ କରାଯାଉଛି ।
ଜମ୍ମୁକାଶ୍ମୀରରେ ବାଜିମାତ୍ କରିପାରେ ଏନସି-କଂଗ୍ରେସ...