ପୁରୀ ୩୦/୪: ଶ୍ରୀମନ୍ଦିରରେ ଅଘଟଣ। ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର ଆହତ। ଦୁଇଜଣ ହେଲେ ବୋଝିଆ ହେଲେ ଜଟାଧାରୀ ଜେନା ଓ ଦୁଃଶାସନ ପ୍ରଧାନ। ତାଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମ ଭୋଗମଣ୍ଡପ ସରିବା ପରେ ଭୋଗ ବୋହୁଥିଲେ ବୋଝିଆ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...