ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୨୦/୦୪: ୟୁଜିସି-ନେଟ୍‌ ଜୁନ୍‌  ସେସନ୍‌-୨୦୨୪ ପାଇଁ ଆରମ୍ଭ ହେବ ଆବେଦନ  ପ୍ରକ୍ରିୟା । ଶନିବାର ଏନେଇ ସମ୍ପୂର୍ଣ୍ଣ ବିବରଣୀ  ପ୍ରକାଶ ପାଇବ । ସୂଚନା ବୁଲେଟିନ୍‌ ପ୍ରକାଶ କରିବ  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ))ପକ୍ଷରୁ  ପରୀକ୍ଷା କରାଯିବ । 

ଶନିବାର ଠାରୁ ୱେବ୍‌ସାଇଟ୍‌ରେ  ଆବେଦନ ପାଇଁ ସୁଯୋଗ ମିଳିବ । ଏନେଇ ୟୁଜିସି  ଅଧ୍ୟକ୍ଷ ଏମ୍‌. ଜଗଦେଶ କୁମାର ସାମାଜିକ ଗଣମାଧ୍ୟମ  ‘ଏକ୍ସ’ରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସେ  କହିଛନ୍ତି, ୪ ବର୍ଷିଆ ସ୍ନାତକ ପଢ଼ୁଥିବା ଶେଷ ବର୍ଷ  ତଥା ୮ ସେମିଷ୍ଟର ଛାତ୍ରଛାତ୍ରୀମାନେ ୟୁଜିସି ନେଟ୍‌  ଆବେଦନ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.