ପ୍ରମୁଖ ଖବର
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୨୦/୦୪: ୟୁଜିସି-ନେଟ୍‌ ଜୁନ୍‌  ସେସନ୍‌-୨୦୨୪ ପାଇଁ ଆରମ୍ଭ ହେବ ଆବେଦନ  ପ୍ରକ୍ରିୟା । ଶନିବାର ଏନେଇ ସମ୍ପୂର୍ଣ୍ଣ ବିବରଣୀ  ପ୍ରକାଶ ପାଇବ । ସୂଚନା ବୁଲେଟିନ୍‌ ପ୍ରକାଶ କରିବ  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ))ପକ୍ଷରୁ  ପରୀକ୍ଷା କରାଯିବ । 

ଶନିବାର ଠାରୁ ୱେବ୍‌ସାଇଟ୍‌ରେ  ଆବେଦନ ପାଇଁ ସୁଯୋଗ ମିଳିବ । ଏନେଇ ୟୁଜିସି  ଅଧ୍ୟକ୍ଷ ଏମ୍‌. ଜଗଦେଶ କୁମାର ସାମାଜିକ ଗଣମାଧ୍ୟମ  ‘ଏକ୍ସ’ରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସେ  କହିଛନ୍ତି, ୪ ବର୍ଷିଆ ସ୍ନାତକ ପଢ଼ୁଥିବା ଶେଷ ବର୍ଷ  ତଥା ୮ ସେମିଷ୍ଟର ଛାତ୍ରଛାତ୍ରୀମାନେ ୟୁଜିସି ନେଟ୍‌  ଆବେଦନ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.