ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଖୁବ୍‌ଶୀଘ୍ର ଭିସ୍ତାରା-ଏୟାର୍‌ ଇଣ୍ଡିଆ ହେବ ମିଶ୍ରଣ, ଡିଜିସିଏ ପକ୍ଷରୁ ମିଳିସାରିଛି ମଞ୍ଜୁରି

ନୂଆଦିଲ୍ଲୀ,୨୫/୦୮: ବହୁପ୍ରତିକ୍ଷୀତ  ଭିସ୍ତାରା ଏବଂ ଏୟାର୍‌ ଇଣ୍ଡିଆ ମିଶ୍ରଣ ଖୁବ୍‌ଶୀଘ୍ର  ହେବାକୁ ଯାଉଛି । ଭିସ୍ତାରାରେ ସିଙ୍ଗାପୁର ଏୟାର୍‌ଲାଇନ୍ସର ୪୯% ଅଂଶଧନ ରହିଛି । ମିଶ୍ରଣ  ପରେ ଗଠନ ହେବାକୁ ଥିବା ଏୟାର୍‌ଲାଇନ୍ସରେ ଏହା ୨୫.୧% ଅଂଶଧନ ହାସଲ କରିବା ପାଇଁ  ୨୦୫୯ କୋଟି ଟଙ୍କା ନିବେଶ କରିବ । ଅବଶିଷ୍ଟ  ୭୪.୯% ଅଂଶଧନ ଟାଟା ଗ୍ରୁପ୍‌ ଅଧୀକୃତ ଏୟାର୍‌  ଇଣ୍ଡିଆ ନିକଟରେ ରହିବ । 

ଗଣମାଧ୍ୟମ ରିପୋର୍ଟ  ଅନୁସାରେ, ସମସ୍ତ ନିୟାମକଙ୍କଠାରୁ ଆବଶ୍ୟକୀୟ  ମଞ୍ଜୁରି ମିଳିସାରିଛି । ଭାରତୀୟ ପ୍ରତିସ୍ଫର୍ଦ୍ଧା  ଆୟୋଗ(ସିସିଆଇ) ଏବଂ ବେସାମରିକ ବିମାନ  ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ  ମଞ୍ଜୁରି ମିଳିସାରିଛି । ସରକାରଙ୍କ ଏଫ୍‌ଡିଆଇ ମଞ୍ଜୁରି  ମିଳିବା ପରେ ଏହାକୁ ନେଇ ଘୋଷଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.