ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ

ଭୁବନେଶ୍ୱର,୧୯/୦୪: ନିଦରୁ ଉଠି ଆଖି ଖୋଲିଲାବେଳକୁ ଟାଏଁ ଟାଏଁ ଖରା। ସକାଳ ସାଢ଼େ ୮ଟାରେ ଏହି ତାତିରେ ଦେହ ହାତ ପୋଡ଼ି ଗଲା ଭଳି ଲାଗୁଛି। ଉତ୍ତପ୍ତ ସହର ପାଲଟିଛି ତାଳଚେର। ସକାଳୁ ପାରଦ ୩୫ ଡିଗ୍ରୀ ଉପରେ ରହିଛି। ସେହିଭଳି ୧୪ ସହର ୩୦ ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ରେକର୍ଡ କରିଛି। ଆହୁରି ୪୮ ଘଣ୍ଟା ନିର୍ଘାତ ତାତି ସହ ଗୁଳୁଗୁଳି କଲବଲ କରିବ। 

ପାଣିପାଗ ବିଭାଗ ଅନୁଯାଇ, ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୫ଡିଗ୍ରୀ, ଟିଟିଲାଗଡ଼ରେ ୩୩.୪ଡିଗ୍ରୀ, ଝାରସୁଗୁଡାରେ ୩୩ ଡିଗ୍ରୀ, ବାରିପଦାରେ ୩୩ ଡିଗ୍ରୀ, ବାଲେଶ୍ୱରରେ ୩୨.୨ ଡିଗ୍ରୀ,ଭୁବନେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲିରେ ୩୧.୬ ଡିଗ୍ରୀ,କେନ୍ଦୁଝରରେ ୩୧.୬ ଡିଗ୍ରୀ, ସମ୍ବଲପୁରରେ ୩୧.୬ ଡିଗ୍ରୀ, ପୁରୀରେ ୩୧ ଡିଗ୍ରୀ, ବୌଦ୍ଧରେ ୩୧ ଡିଗ୍ରୀ, ରାଉରକେଲାରେ ୩୦.୮ ଡିଗ୍ରୀ, ପାରାଦ୍ୱୀପରେ ୩୦ ଡିଗ୍ରୀ ରେକର୍ଡ କରାଯାଇଛି। 

  • PrameyaOdia
  • prameya
  • Heat Wave
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.