ପ୍ରମୁଖ ଖବର
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ

ଭୁବନେଶ୍ୱର,୧୯/୦୪: ନିଦରୁ ଉଠି ଆଖି ଖୋଲିଲାବେଳକୁ ଟାଏଁ ଟାଏଁ ଖରା। ସକାଳ ସାଢ଼େ ୮ଟାରେ ଏହି ତାତିରେ ଦେହ ହାତ ପୋଡ଼ି ଗଲା ଭଳି ଲାଗୁଛି। ଉତ୍ତପ୍ତ ସହର ପାଲଟିଛି ତାଳଚେର। ସକାଳୁ ପାରଦ ୩୫ ଡିଗ୍ରୀ ଉପରେ ରହିଛି। ସେହିଭଳି ୧୪ ସହର ୩୦ ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ରେକର୍ଡ କରିଛି। ଆହୁରି ୪୮ ଘଣ୍ଟା ନିର୍ଘାତ ତାତି ସହ ଗୁଳୁଗୁଳି କଲବଲ କରିବ। 

ପାଣିପାଗ ବିଭାଗ ଅନୁଯାଇ, ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୫ଡିଗ୍ରୀ, ଟିଟିଲାଗଡ଼ରେ ୩୩.୪ଡିଗ୍ରୀ, ଝାରସୁଗୁଡାରେ ୩୩ ଡିଗ୍ରୀ, ବାରିପଦାରେ ୩୩ ଡିଗ୍ରୀ, ବାଲେଶ୍ୱରରେ ୩୨.୨ ଡିଗ୍ରୀ,ଭୁବନେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲିରେ ୩୧.୬ ଡିଗ୍ରୀ,କେନ୍ଦୁଝରରେ ୩୧.୬ ଡିଗ୍ରୀ, ସମ୍ବଲପୁରରେ ୩୧.୬ ଡିଗ୍ରୀ, ପୁରୀରେ ୩୧ ଡିଗ୍ରୀ, ବୌଦ୍ଧରେ ୩୧ ଡିଗ୍ରୀ, ରାଉରକେଲାରେ ୩୦.୮ ଡିଗ୍ରୀ, ପାରାଦ୍ୱୀପରେ ୩୦ ଡିଗ୍ରୀ ରେକର୍ଡ କରାଯାଇଛି। 

  • PrameyaOdia
  • prameya
  • Heat Wave
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.