ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ଭୁବନେଶ୍ୱରରେ ସର୍ବାଧିକ ୪୧.୨ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର ୧୫/୦୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ସକାଳୁ ଆକାଶ ହେଉଛି ନିଆଁ ବର୍ଷା। କିଛି ଦିନ ଆଶ୍ବସ୍ତି ପରେ ପୁଣି ଲୋକଙ୍କୁ କଲବଲ କରୁଛି ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି। ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବର ତାପମାତ୍ରା ସର୍ବାଧିକ ୪୧.୨ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହିିତ ରାଜ୍ୟର ୧୧ ସହରର ପାରଦ ୩୫ ଡିଗ୍ରୀ ଉପରେ ରହିଛି।

ଦିନ ଅଢ଼େଟା ସୁଦ୍ଧା ଭୁବନେଶ୍ୱରରେ ୪୧.୨ଡିଗ୍ରୀ,ଚାନ୍ଦବାଲିରେ ୪୧.୧ ଡିଗ୍ରୀ,ଝାରସୁଗୁଡାରେ ୪୧ ଡିଗ୍ରୀ,ବାଲେଶ୍ୱରରେ ୪୦ ଡିଗ୍ରୀ, ହୀରାକୁଦରେ ୩୯.୫  ଡିଗ୍ରୀ,ସମ୍ବଲପୁରରେ ୩୯.୪ ଡିଗ୍ରୀ,ରାଉରକେଲାରେ ୩୯.୨ ଡିଗ୍ରୀ,କେନ୍ଦୁଝରରେ ୩୮.୯ ଡିଗ୍ରୀ,ଗୋପାଳପୁରରେ ୩୫.୫ଡିଗ୍ରୀ,ପାରାଦୀପରେ ୩୫.୨ଡିଗ୍ରୀ,ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଦିନ ସାଢେ ୧୧ଟା  ବାଲେଶ୍ୱରରେ ୩୯.୬ ଡିଗ୍ରୀ, ଭୁବନେଶ୍ୱରରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୮.୭ ଡିଗ୍ରୀ, ଝାରସୁଗୁଡାରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮°, ହୀରାକୁଦରେ ୩୭.୫ ଡିଗ୍ରୀ, ରାଉରକେଲାରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୫ ଡିଗ୍ରୀ, ପୁରୀରେ ୩୪.୫ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.