ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବଜ୍ରପାତରେ ମହିଳା ମୃତ

କାଶୀପୁର ,୨୦।୫ କାଶୀପୁର ବ୍ଲକ ନକଟି ଗୁଡ଼ା ପଞ୍ଚାୟତ ଅନ୍ତର୍ଗତସାନମାଟି କଣା ଗ୍ରାମ ନିକଟରେ କାଳ ବୈଶାଖୀ ପ୍ରଭାବରେ ବଜ୍ରପାତ ହେବାରୁ  ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଜଣକ ଟିକିରି ଥାନା ଅନ୍ତର୍ଗତ ସାନ ମାଟି କଣା ଗ୍ରାମର ଡମ୍ବୁରୁ ମାଝୀ ଙ୍କ ପତ୍ନୀ ହାଇକ(ପାଲାଇ) ମାଝୀ,(୩୮) । 

ପାଲାଇ ମାଝୀଗାଁ ନିକଟରେ ଥିବା ବିଲକୁ ଯାଇଥିଲେ ।ଅପରାହ୍ନରେ ବର୍ଷା ସହଘଡ଼ଘଡ଼ି ହେବାରୁ ଘରକୁ ଫେରିବା ବେଳେ ବଜ୍ରାଘାତ ହେବାରୁ ପାଲାଇ ମାଝୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାର ଜଣା ଯାଇଛି । ଏହି ଘଟଣାରେ ପରିବାର ଲୋକେ ଟିକିରି ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ସେହିପରି କାଳ ବୈଶାଖୀରୁ ତଳ କୋଡ଼ିଙ୍ଗା ଗ୍ରାମର କିଛି ଘରର ଛାତ  ଭାଙ୍ଗିଥିବାର ଖବର ମିଳିଛି ।ସେହିପରି ବଜ୍ରାଘାତରୁ ମୁଣ୍ଡାଗାଁଏକ ଗଛ ଜଳିଯାଇ ଥିବାର ଖବର ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.