ପ୍ରମୁଖ ଖବର
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ବାଇକ ଉପରେ ଚଢ଼ିଗଲା ଟ୍ରକ୍‌, ୨ ଗୋଡ଼ ହରାଇଲେ ଯୁବକ

କଳାହାଣ୍ଡି ,୨।୧୨ : କର୍ଲାପଡ଼ା ନିକଟରେ ବାଇକ ଉପରେ ଚଢ଼ିଗଲା ଟ୍ରକ୍‌।  ଦୁର୍ଘଟଣାରେ ୨ ଗୋଡ଼ ହରାଇଲେ ଯୁବକ । ଗୁରୁତର ଯୁବକ  ଜଣକ ହେଲେ ତୁର୍ପି ଗାଁ ର ଉତ୍ତମ ବାଗ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ  ବୁର୍ଲା ସ୍ଥାନାନ୍ତର କରାଯାଇଛି। ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି କର୍ଲାପଡା ଫାଣ୍ଡି ପୋଲିସର ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.