ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇକ ଉପରେ ଚଢ଼ିଗଲା ଟ୍ରକ୍‌, ୨ ଗୋଡ଼ ହରାଇଲେ ଯୁବକ

କଳାହାଣ୍ଡି ,୨।୧୨ : କର୍ଲାପଡ଼ା ନିକଟରେ ବାଇକ ଉପରେ ଚଢ଼ିଗଲା ଟ୍ରକ୍‌।  ଦୁର୍ଘଟଣାରେ ୨ ଗୋଡ଼ ହରାଇଲେ ଯୁବକ । ଗୁରୁତର ଯୁବକ  ଜଣକ ହେଲେ ତୁର୍ପି ଗାଁ ର ଉତ୍ତମ ବାଗ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ  ବୁର୍ଲା ସ୍ଥାନାନ୍ତର କରାଯାଇଛି। ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି କର୍ଲାପଡା ଫାଣ୍ଡି ପୋଲିସର ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.