ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

‘ଆଇ ଲଭ ୟୁ’ ନ କହିବାରୁ ବାଇକ୍‌ରୁ ଡେଇଁଲେ ଯୁବତୀ, ଆଉ ତା' ପରେ...

ଭୁବନେଶ୍ୱର,୧୩/୦୪: କିର୍ତ୍ତି ‘ଆଇ ଲଭ ୟୁ’ କହ । ନହେଲେ, ବାଇକ୍‌ରୁ ଡେଇଁପଡିବି । ବାଇକ୍‌ ଚଳାଉଥିବା ଜଣେ ଯୁବକଙ୍କୁ ଏମିତି ୨ -୩ ଥର କହିଲେ ଜଣେ ଯୁବତୀ । ହେଲେ ଯୁବକଜଣକ ଏହି ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଜଣକ ସିଧା ବାଇକ୍‌ରୁ ଡେଇଁପଡିଲେ । ଏଭଳି ଘଟଣା କେଶରୀ ଟକିଜ୍‌ ପଛପଟେ ଘଟିଛି ।   

ଶୁକ୍ରବାର ସମୟ ଅପରାହ୍ଣ ୨ଟା । କିର୍ତ୍ତି (ଛଦ୍ମନାମ) ନାମକ ଜଣେ ଯୁବକ ଓ ଜଣେ ଯୁବତୀ ଏକ ବାଇକ୍‌ରେ କେଶରୀ ଟକିଜ୍‌ ପଛପାଶ୍ୱର୍ ଗଳି ରାସ୍ତା  ଦେଇ ଯାଉଥିଲେ । ଉଭୟଙ୍କ ଭିତରେ କୌଣସି କାରଣ  ନେଇ ଯୁକ୍ତିତର୍କ ଚାଲିଥିଲା । ଯୁବକଜଣକ ବିରକ୍ତ  ହେଉଥାନ୍ତି । ଯୁବତୀ ଖୁବ୍‌ ଜୋର୍‌ରେ ଚିଲ୍ଲାଉଥାନ୍ତି । ଅଚାନକ ଯୁବତୀଜଣକ ବାଇକ୍‌ରୁ ଡେଇଁ ପଡ଼ିବାରୁ ତଳେ ପଡି ଖଣ୍ଡିଆଖାବରା ହେଲେ । ସ୍ଥାନୀୟ ଲୋକେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଗଲେ । ସେଠାରେ  ଚିକିତ୍ସା ପରେ ଯୁବତୀଜଣକ ଘରକୁ ଫେରିଛନ୍ତି । 

ଘଟଣାରୁ ଜଣାପଡିଛି, ଯୁବତୀଙ୍କ ଘର ଶାସ୍ତ୍ରୀନଗରରେ ।  ଉଭୟେ ଭଲ ବନ୍ଧୁ । ଯୁବତୀଜଣକ ଏକତରଫା ପ୍ରେମ ନିବେଦନରେ ବିଫଳ ହେବାରୁ ଏଭଳି କାଣ୍ଡ ଭିଆଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.