କାମାକ୍ଷାନଗର, ୦୬/୧୧ : ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ୧୪୯ନଂ ଜାତୀୟ ରାଜପଥ ଭେଜିଆ ନୂଆସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା ଖମାର ଥାନା ବଡ଼ବାଲିପଶି ଗାଁର ନିରଞ୍ଜନ ସାମଲ। ଘଟଣାସ୍ଥଳରେ ମହାବୀରରୋଡ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।
ଅଧିକ ପଢନ୍ତୁ-