ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୦୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୮/୪(ଆପ୍ର) : ଗୋବିନ୍ଦପାଲି ହାଟପଦା ସାହି ଛକ ରେ ଏକ ବୋଲେରୋ ଅବକାରୀ ପୋଲିସ ୧୦୮ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ପୋଲିସ ଗିରଫ କରିଛି।

 ମାଲକାନଗିରି ଜିଲ୍ଲା ଅବକାରୀ  ଅଧିକ୍ଷକ   ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଅବକାରୀ ଥାନା ଅଧିକାରୀ ପ୍ରଭାକର ସେଠୀ  ଇ ଅନ୍ୟ ଅବିକାରୀ କର୍ମଚାରୀ ଙ୍କ ସହିତ ଗୋବିନ୍ଦପାଲି ହାଟପଦା ସାହି ଛକ ରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ବୋଲେରୋରୁ    ୧୦୮କିଲୋଗ୍ରାମର ଗଞ୍ଜେଇ ଅବକାରୀ ପୋଲିସ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ୮୦ ହଜାର ଟଙ୍କା ହେବ । ଏହି ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ମାଥିଲି ଥାନାସ୍ଥ ବଡଡୁରାଲ ଗ୍ରାମ  ର ଜୟରାମ ହନ୍ତାଳ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ  ଚାଲାଣ କରାଯାଇଛି ।

ଏହି  ପାଟ୍ରୋଲିଂ ସମୟରେ ଅବକାରୀ ବିଭାଗ ଏ ଏସ ଆଇ ସୁରେନ୍ଦ୍ର ମାଝୀ,କନଷ୍ଟେବଳ କାହ୍ନୁ ଚରଣ ମଲ୍ଲିକ, ପ୍ରଭାତ କୁମାର ସାହୁ,ନିତ୍ୟରଞ୍ଜନ ତାଣ୍ଡି ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.