ପ୍ରମୁଖ ଖବର
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଆଗୁଆ ସାରିଦିଅନ୍ତୁ ଆପଣଙ୍କ କାମ, ମେ'ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮/୦୪: ମେ  ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ।  ୪ଟି ରବିବାର ଏବଂ ୨ ଶନିବାର ବାଦ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ  କାରଣ ପାଇଁ ଅନ୍ୟ ୮ ଦିନ ବ୍ୟାଙ୍କ  ବନ୍ଦ ରହିବ । ମାସର ଆରମ୍ଭ ଛୁଟିରୁ  ହେବାକୁ ଯାଉଛି । ମେ ୧ରେ ମହାରାଷ୍ଟ୍ର  ଦିବସ ଏବଂ ଶ୍ରମିକ ଦିବସ ପଡୁଛି ।  ଏଥିପାଇଁ ବେଲାପୁର, ବେଙ୍ଗାଲୁରୁ ,  ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ,  କୋଚି, କୋଲକତା, ମୁମ୍ବାଇ, ନାଗପୁର, ପଣଜୀ, ପାଟନା ଏବଂ ତ୍ରିଭେନ୍ଦ୍ରମରେ  ବ୍ୟାଙ୍କ ଛୁଟି ରହିବ । ସେହିଭଳି ସାଧାରଣ  ନିର୍ବାଚନ ଯୋଗୁ ଭୋଟିଂ ପାଇଁ କିଛି  ରାଜ୍ୟରେ ୩ ଦିନ ବ୍ୟାଙ୍କ ବନ୍ଦ ରହିବ ।  ଏହି ଦିନଗୁଡିକରେ ଅନଲାଇନ ଏବଂ  ଏଟିଏମ୍‌ ସେବା ଲୋକମାନେ ଲାଭ  କରିପାରିବେ । ସେହିଭଳି ୮ ଦିନ ପୁଞ୍ଜି ବଜାର କାରବାର ମଧ୍ୟ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.