ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

କାରରୁ ୫ ଲକ୍ଷ ଟଙ୍କା ଜବତ

ଝାରସୁଗୁଡ଼ା,୨୮।୪ :  ବେଲପାହାଡ ଥାନା ଗୌରପଡା ଛକ ନିକଟରୁ ଏକ ଧଳା ରଙ୍ଗର ହ୍ୟୁଣ୍ଡାଇ ଭେନ୍ୟୁ କାରରୁ ୫ ଲକ୍ଷ ନଗଦ ଟଙ୍କା ଜବତ କରିଛି ଏସଏସଟି ଟିମ୍ l  

ଝାଡଖଣ୍ଡର ଜଣେ ବ୍ୟକ୍ତି୫ ଲକ୍ଷ ନଗଦ ଟଙ୍କା ନେଇ ଛତିଶଗଡ଼ରୁ ଝାରସୁଗୁଡା ପଟକୁ ହୋଣ୍ଡାଇ ଭେନ୍ୟୁ କାରରେ ଆସୁଥିଲେ। ଏହି ସମୟରେ ଏସଏସଟି ଟିମ୍ ଗାଡି ଯାଞ୍ଚ କରିଥିଲା। ଗାଡି ଭିତରୁ ୫ ଲକ୍ଷ ଟଙ୍କା ଜବତ କରିବା ପରେ ଏସଏସଟି ଟିମ୍ ଏହାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.