ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାରରୁ ୫ ଲକ୍ଷ ଟଙ୍କା ଜବତ

ଝାରସୁଗୁଡ଼ା,୨୮।୪ :  ବେଲପାହାଡ ଥାନା ଗୌରପଡା ଛକ ନିକଟରୁ ଏକ ଧଳା ରଙ୍ଗର ହ୍ୟୁଣ୍ଡାଇ ଭେନ୍ୟୁ କାରରୁ ୫ ଲକ୍ଷ ନଗଦ ଟଙ୍କା ଜବତ କରିଛି ଏସଏସଟି ଟିମ୍ l  

ଝାଡଖଣ୍ଡର ଜଣେ ବ୍ୟକ୍ତି୫ ଲକ୍ଷ ନଗଦ ଟଙ୍କା ନେଇ ଛତିଶଗଡ଼ରୁ ଝାରସୁଗୁଡା ପଟକୁ ହୋଣ୍ଡାଇ ଭେନ୍ୟୁ କାରରେ ଆସୁଥିଲେ। ଏହି ସମୟରେ ଏସଏସଟି ଟିମ୍ ଗାଡି ଯାଞ୍ଚ କରିଥିଲା। ଗାଡି ଭିତରୁ ୫ ଲକ୍ଷ ଟଙ୍କା ଜବତ କରିବା ପରେ ଏସଏସଟି ଟିମ୍ ଏହାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.