ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ମୋରିଟାନିଆର ଆଟଲାଣ୍ଟିକ୍ ମହାସାଗରରେ ଡଙ୍ଗା ଡଙ୍ଗା ବୁଡି ୮୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୫/୭: ମୋରିଟାନିଆରେ ଡଙ୍ଗା ବୁଡି ଏକାଧିକ ମତ୍ସ୍ୟଜୀବୀ ମୃତ। ତଟରକ୍ଷୀ ବାହିନୀ ଦକ୍ଷିଣ-ପଶ୍ଚିମ ମୋରିଟାନିଆର ଏନିଡିଆଗୋ ନିକଟରୁ ୮୯ ବେଆଇନ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରିଛି । ସମସ୍ତ ପ୍ରବାସୀ ଏକ ମତ୍ସ୍ୟଜୀବୀ ଡଙ୍ଗାରେ ଥିବା ଜଣାପଡିଛି ।  ଯାହାକି ଆଟଲାଣ୍ଟିକ୍ ମହାସାଗରଠାରୁ ୪ କିଲୋମିଟର ଦୂରରେ ଫସିଥିଲା ।

ରିପୋର୍ଟ ଅନୁଯାୟୀ,ମୋରିଟାନିଆର ତଟରକ୍ଷୀ କର୍ମୀ  ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ଡଙ୍ଗାରେ ୧୭୦ ଜଣ ପ୍ରବାସୀ ଥିଲେ, ଯେଉଁମାନେ ଛଅ ଦିନ ପୂର୍ବରୁ ସେନେଗାଲ-ଗାମ୍ବିଆ ସୀମାରୁ ୟୁରୋପ ବାହାରିଥିଲେ । ହେଲେ କିଛି ଦିନ ପୂର୍ବରୁ ୟେମେନର ଆଡେନ ନିକଟ ସମୁଦ୍ର କୂଳରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଠାରେ ଡଙ୍ଗା ବୁଡ଼ିଯିବା କାରଣରୁ ଅତି କମରେ ୮୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪୦ ଜଣ ନିଖୋଜ ଅଛନ୍ତି । ଏହି ସମସ୍ତ ପ୍ରବାସୀମାନେ ଆଫ୍ରିକାର ହର୍ନରୁ ଆସୁଥିଲେ । ଏନେଇ ସ୍ଥାନୀୟଲୋକ ଏ ବିଷୟରେ ସୂଚନା ଦେଇଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.