ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଲିଯାତ୍ରାରେ 'ସେଲ୍‌ଫି ଲେ ଲୋ ଜୀ'...ଷଷ୍ଠ ଦିନରେ ଲଟେରି ଜରିଆରେ ଆସିଥିବା କିଛି ଭଲ ଫଟୋ

କଟକ ୦୨/୧୨: ଏବେ ବାଲିଯାତ୍ରା କହିଲେ ବୁଝାଉଛି, ମନ ମାଫିକ୍‌ ବୁଲାବୁଲି, ମଜା ମଜ୍‌ଲିସ୍‌,  ହସଗମାତ୍‌, ଖାନାପିନା, କିଣାକିଣି ଆଉ ଢେର୍‌ ଢେର୍‌ ସେଲ୍‌ଫି ।  ସେଥିପାଇଁ ଯାତ୍ରା ପଡ଼ିଆରେ ଭର୍ତ୍ତି ସେଲ୍‌ଫି ଜୋନ୍‌, ସେଲ୍‌ଫି  ପଏଣ୍ଟ୍‌ ।  

ଆପଣଙ୍କ ବାଲିଯାତ୍ରା-ବୁଲାବୁଲିର ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହୁଁଛନ୍ତି?  ତାହେଲେ ବାଲିଯାତ୍ରା ପଡ଼ିଆକୁ  ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ରଖି ସେଲ୍‌ଫି ନିଅନ୍ତୁ ଓ  ଆପଣଙ୍କ ନାଁ, ଠିକଣା ସହ ଆମ ପାଖକୁ ହ୍ୱାଟ୍‌ସ୍‌ଆପ୍‌ ନଂ: ୮୨୪୯୩୯୦୪୮୮ ଓ [email protected] ପଠାନ୍ତୁ । ପ୍ରତିଦିନ ଲଟେରି ଜରିଆରେ ଭଲ  ଭଲ ଫଟୋ ବାଛି ଆମେ ‘ପ୍ରମେୟ’ ଓ  ‘ପ୍ରମେୟ ଇ-ପେପର୍‌’ରେ ପ୍ରକାଶ କରିବୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.