ବୋଲଗଡ଼,୦୬/୧୧: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ଥାନା ଅନ୍ତର୍ଗତ କପାସିଆ ଠାରେ ରବିବାର ରାତି ପ୍ରାୟ ୧୦ଟା ବେଳେ ଦୁଇଟି କାର୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ନୟାଗଡ଼ ଉପଜିଲ୍ଲପାଳ ଶକ୍ତିକାନ୍ତ ରାୟ ଆହତ ହୋଇଛନ୍ତି । ଉପଜିଲ୍ଲାପାଳ ଶ୍ରୀ ରାୟ କାର୍ ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ ଅନ୍ୟ ଏକ କାର୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ଉପଜିଲ୍ଲାପାଳ ଯାଉଥିବା କାର୍ଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେ ସାମାନ୍ୟ ଆହତ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...