ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଏମିତି ଲାଗୁଛି ନିଜ ଘରକୁ ଆସିଛି … ’ , ୟୁଏଇରେ ଜୋରଦାର ସ୍ୱାଗତ ପରେ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍‌ (ୟୁଏଇ)କୁ ଦୁଇ ଦିବସୀୟ ଗସ୍ତ କରିଛନ୍ତି। ସେ ଆବୁଧାବୀରେ ବୁଧବାର ଭବ୍ୟ ହିନ୍ଦୁ ମନ୍ଦିରର ସ୍ୱାଗତ କରିବେ। ଏହା ପୂର୍ବରୁ ସେ ଗୁରୁବାର ୟୁଏଇର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ମୁଁ ଖୁବ୍‌ ଉତ୍ସାହର ସହ କରାଯାଉ ଥିବା ଏହି ସ୍ୱାଗତରେ କୃତଜ୍ଞ। ଯେବେ ବି ମୁଁ ଏଠାରେ ପରସ୍ପର ଭିତରେ ଭେଟିବାକୁ ଆସେ, ମୋତେ ସର୍ବଦା ଲାଗେକି ମୁଁ ନିଜ ପରିବାର ସହ ମିଶିବାକୁ ଆସିଛି। ଆମେ ଗତ ୭ ମାସରେ ୫ମ ଥର ମିଳାମିଶା ହୋଇ ସାରିଛେ। ଏଥିରେ ଆମର ନିକଟତା ବିଷୟରେ ଜଣାଯାଏ। 

କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇରେ ଭାରତୀୟ ସଂପ୍ରଦାୟକୁ ସମ୍ୱୋଧିତ କରିବେ ଏବଂ ଏକ ବଡ଼ ହିନ୍ଦୁ ମନ୍ଦିରର ଉଦ୍ଘାଟନ ସମାରୋହରେ ମଧ୍ୟ ସାମିଲ ହେବେ। ଏହାକୁ ନେଇ ଭାରତର ମିଶନର ଅଧିକାରୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। 


ପ୍ରଧାନମନ୍ତ୍ରୀ ମୋଦି ୧୩ ଫେବ୍ରୁଆରୀରେ ଆବୁଧାବୀର ଶେଖ୍‌ ଜାୟଦ ଷ୍ଟାଡିୟମ୍‌ରେ ଭାରତୀୟ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଅହଲାନ ମୋଦି ( ହେଲୋ ମୋଦି)କୁ ସମ୍ୱୋଧିତ କରିବେ। ଏହାପରେ ୧୪ ଫେବ୍ରୁଆରୀରେ ୟୁଏଇର ରାଜଧାନୀରେ ବିଏପିଏସ ହିନ୍ଦୁ ମନ୍ଦିରରେ ସମାପନ ସମାରୋହରେ ସାମିଲ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.