ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ଟାଇଗର Vs ପଠାନ’ର ସୁଟିଂ ତାରିଖ ସ୍ଥିର , ସ୍କ୍ରିପ୍ଟରେ ଶାହରୁଖ-ସଲମାନ ଉଭୟ ରାଜି

ମୁମ୍ୱାଇ – ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ଓ ସଲମାନ ଖାନଙ୍କୁ ଫିଲ୍ମ ‘ପଠାନ’ ରେ ପରଦା ଉପରେ ଏକା ସାଥିରେ ଦେଖିବା ବହୁତ ରୋମାଞ୍ଚକର ଅନୁଭବ ଥିଲା। ଶାହରୁଖ ଓ ସଲମାନଙ୍କ ଆକ୍ସନ ସିନ୍‌ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି ଏବଂ ପ୍ରଶଂସକ ଏହାକୁ ସୋସିଆଲ ମିଡ଼ିଆ ଷ୍ଟାଟସରେ ମଧ୍ୟ ଲଗାଇଛନ୍ତି। ପଠାନ ଏତେ ବଡ଼ ହିଟ୍‌ ହୋଇଥିଲା କି ଏହା ପରେ ଶାହରୁଖ-ସଲମାନକୁ ଏକାଠି କାଷ୍ଟ କରି ଫିଲ୍ମ ଟାଇଗର ଭର୍ସେସ୍‌ ପଠାନ କରିବାର ଖବର ଆସିବାକୁ ଲାଗିଲା।

ଶାହରୁଖ ଖାନଙ୍କର ପ୍ରତି ଫିଲ୍ମରେ କାହିଁକି ଥା'ନ୍ତି ଦୀପିକା ପାଦୁକୋଣ, ଅଭିନେତ୍ରୀ କହିଲେ .... 

ହେଲେ ଏହି ଫିଲ୍ମକୁ ନେଇ ଅନେକ ପ୍ରକାରର ଖବର ଆସିଛି, ହେଲେ କେବେ ବି କୌଣସି ଅଫିସିଆଲି ଘୋଷଣା ପ୍ରଯୋଜକ କି ଷ୍ଟାର , କାହା ତରଫରୁ ହୋଇ ନାହିଁ। ହେଲେ ପ୍ରଶଂସକଙ୍କ ପାଇଁ ଏବେ  ଖୁସି କରିଦେବା ଭଳି ଖବର ଏହା କି ସୁପରଷ୍ଟାର ଶାହରୁଖ ଖାନ ଓ ସଲମାନ ଖାନ ଟାଇଗର ଭର୍ସେସ ପଠାନ ପାଇଁ ପ୍ରଯୋଜକଙ୍କୁ ମଞ୍ଜୁରୀ ଦେଇ ସାରିଛନ୍ତି। ଶାହରୁଖ ଓ ସଲମାନ ଉଭୟ ହିଁ ଏହି ଫିଲ୍ମରେ ସ୍କ୍ରିପ୍ଟ ଉପରେ ମୋହର ଲଗେଇଛନ୍ତି ଏବଂ ଏହି ଭିତରେ ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ଉକ୍ତ ଫିଲ୍ମକୁ ନେଇ ଶୀର୍ଷରେ ରହିଛି। 

ନମ୍ୱର ପଛରେ ଦୌଡ଼ିବା ଖୁବ୍ ଯନ୍ତ୍ରଣା ଦାୟକ : ବିବେକ ଅଗ୍ନିହୋତ୍ରୀ

ଆଦିତ୍ୟ ଚୋପ୍ରା YRF ରେ ଶାହରୁଖ ଓ ସଲମାନ ଖାନଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ଶୁଣାଇ ସାରିଛନ୍ତି  ଏବଂ ଉଭୟ ଷ୍ଟାରଙ୍କ ସହ ଅଲଗା ଅଲଗା ମିଟିଂ କରିବା ପରେ ଏବେ ଏହା ସ୍ପଷ୍ଟ କରିଦିଆ ଯାଇଛି କି ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦିଆ ଯିବ। ଜାନୁୟାରୀ ୨୫ରେ ରିଲିଜ ହୋଇଥିବା ଫିଲ୍ମ ପଠାନ ସୁପରହିଟ୍‌ ଥିଲା ଏବଂ ଏବେ ସଲମାନ ଖାନଙ୍କର ଫିଲ୍ମ ଟାଇଗର ମଧ୍ୟ ଖୁବ୍‌ ଶୀଘ୍ର ରିଲିଜ ହେବ। ଉଭୟ ଫିଲ୍ମକୁ ନେଇ ଆସିଥିବା ଖବର ମଧ୍ୟରେ ଟାଇଗର ଭର୍ସେସ ପଠାନ ଉପରେ ମଧ୍ୟ ମୋହର ଲାଗି ସାରିଛି। 

Tiger vs Pathaan
Shahrukh Khan
Salman Khan

Copyright © 2022 - Summa Real Media Private Limited. All Rights Reserved.