ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭାରତକୁ ୪ ବିଲିୟନ ଡଲାରରେ ଡ୍ରୋନ୍ ବିକିବ ଆମେରିକା, ସେନାକୁ ମିଳିବ ୩୧ ଏମ୍‌କ୍ୟୁ-୯ବି ଲଢ଼ୁଆ ଡ୍ରୋନ୍‌

ନୂଆଦିଲ୍ଲୀ,୦୨/୦୨: ଭାରତ ୩.୯୯ ବିଲିୟନ  ଡଲାର(ପ୍ରାୟ ୩୩ ହଜାର କୋଟି ଟଙ୍କା)ରେ ଆମେରିକାଠାରୁ  ୩୧ ଏମ୍‌କ୍ୟୁ-୯ବି ଲଢ଼ୁଆ ଡ୍ରୋନ୍‌ କିଣିବ । ଭାରତ ସହ  ଏହି ଚୁକ୍ତିକୁ ଆମେରିକା ମଞ୍ଜୁରି ଦେଇଛି । ଏ ନେଇ  ଆମେରିକାର ଡିଫେନ୍ସ ସିକ୍ୟୁରିଟି କୋଅପରେସନ ଏଜେନ୍ସି  ଗୁରୁବାର ସୂଚନା ଦେଇଛି । 

ଗତବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିବାବେଳେ ଏହି  ଚୁକ୍ତି ବିଷୟରେ ଘୋଷଣା ହୋଇଥିଲା । ଏହି ଡ୍ରୋନ୍‌ ବିକ୍ରି  ଚୁକ୍ତି ଦ୍ୱାରା ଆମେରିକା-ଭାରତ ମଧ୍ୟରେ ରଣନୀତିକ  ସମ୍ପର୍କ ଆହୁରି ମଜଭୁତ ହେବ ଏବଂ ଏକ ପ୍ରମୁଖ ପ୍ରତିରକ୍ଷା  ସହଯୋଗୀ ଦେଶର ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି  ଏଜେନ୍ସି କହିଛି । ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ  ଦକ୍ଷିଣ ଏସିଆ କ୍ଷେତ୍ରରେ ରାଜନୈତିକ ସ୍ଥିରତା, ଶାନ୍ତି ଏବଂ  ଅର୍ଥନୀତିର ବିକାଶ କରିବାରେ ସହାୟକ ହେବ ବୋଲି  ଏଜେନ୍ସି ଏହାର ବିବୃତିରେ ପ୍ରକାଶ କରିଛି । ଏମ୍‌କ୍ୟୁ-୯ବି  ଡ୍ରୋନ୍‌ର ଦୁଇ ପ୍ରକାର ଭାରିଆଣ୍ଟ ରହିଛି । ତାହା ହେଲା ସ୍କାଏ ଗାର୍ଡିଅନ ଏବଂ ସି ଗାର୍ଡିଅନ୍‌ । ଏହି ଚୁକ୍ତିରେ ଭାରତ  ୩୧ ହାଇ ଅଲ୍‌ଟିଟ୍ୟୁଡ ଲଙ୍ଗ୍‌ ଏଣ୍ଡ୍ୟୁରାନ୍ସ (ଏଚ୍‌ଏଏଲ୍‌ଇ)  ୟୁଏଭି ଡ୍ରୋନ୍‌ ପାଇବ । ସେଥିରୁ ନୌସେନାକୁ ୧୫ ସି-ଗାର୍ଡିଅନ ଡ୍ରୋନ୍‌ ମିଳିବ । ସେହିପରି ସ୍ଥଳସେନା ଏବଂ  ବାୟୁସେନାକୁ ୮ଟି ଲେଖାଏ ସ୍କାଏ ଗାର୍ଡିଅନ୍‌ ଡ୍ରୋନ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.