ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ବିଶ୍ୱ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍‌, ପ୍ରବୀଣ ଓ ଆଲଡ୍ରିନଙ୍କ ଉପରେ ନଜର

ନୂଆଦିଲ୍ଲୀ,୦୧/୦୩: ଶୁକ୍ରବାରଠୁୁ  ସ୍କଟଲାଣ୍ଡର ଗ୍ଲାସଗୋରେ ଆରମ୍ଭ ହେବାକୁ ଯାଉଛି  ବିଶ୍ୱ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍‌ । ଯେଶୱିନ ଆଲଡ୍ରିନ ଏବଂ ପ୍ରବୀଣ ଚିତ୍ରଭେଲ  ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ । ପୁରୁଷ ଲଙ୍ଗ ଜମ୍ପରେ ଜାତୀୟ ରେକର୍ଡ  ଧାରୀ ଆଲଡ୍ରିନ ବିଶ୍ୱର ପ୍ରମୁଖ ଖେଳାଳି  ମିଲଟିଆଡିସ ଟେନଟୋଗ୍ଲୌ, ତୋବିଆସ  ମଣ୍ଟଲର ଓ ତାଜୟ ଗେଲଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା  କରିବେ । ସେହିପରି ଟ୍ରିପଲ ଜମ୍ପରେ ପ୍ରବୀଣଙ୍କ  ନାମରେ ଜାତୀୟ ରେକର୍ଡ ରହିଛି । ଗତ ଏସିଆଡ୍‌ ପରେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା । ଆସନ୍ତା ୨ ଓ ୩ ତାରିଖରେ  ଉଭୟଙ୍କ ଇଭେଣ୍ଟ ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.