ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରିଆମାଳ ବ୍ଲକ ପରିସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଦେବଗଡ଼, ୦୩/୦୨ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ତରଫରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏ.ଵି.ଡି.ଓ ସୁଜାତା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଯୋଗ ଦେଇଛନ୍ତି।

ସେହିପରି ମୁଖ୍ୟବକ୍ତା ଭାବରେ କବି ବିପିନ ବିହାରୀ ପୃଷ୍ଟି, ବକ୍ତା ଭାବରେ କବି ପଣ୍ଡିତ ଜଳନ୍ଧ୍ର ଦାଶ, ଗୋଲବଦନ ବିଶ୍ୱାଳ, ଲୋକନାଥ ବେହେରା, ଟଙ୍କଧର ଦେହୁରୀ, ଉଦୟନାଥ ପ୍ରଧାନ, ଅଲେଖ ଗଡ଼ନାୟକ ମଞ୍ଚାସୀନ ଥିବାବେଳେ ଅଞ୍ଚଳର ବହୁ କବି ଲେଖକ ଯୋଗ ଦେଇଥିଲେ l ବହୁ ଲେଖକଙ୍କ ରଚିତ ପୁସ୍ତକ ଗୁଡିକ ପ୍ରଦର୍ଶନ ହୋଇଥିଲା l କାର୍ଯ୍ୟକ୍ରମକୁ ବିଏଲସି ଜ୍ଞାନ ମଞ୍ଜରୀ ଆଲୋକମୟୀ ଜେନା ପରିଚାଳନା କରିଥିଲେ l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.